ETV Bharat / state

ମୟୂରଭଞ୍ଜରେ 268 ଟି କୋଭିଡ ରିପୋର୍ଟ ଆସିଲା ନେଗେଟିଭ - ମୟୂରଭଞ୍ଜ ଖବର

ମୟୂରଭଞ୍ଜ ଜିଲ୍ଲାରେ ଏପର୍ଯ୍ୟନ୍ତ ୫୪୩ଟି କୋଭିଡ-19 ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିମଧ୍ୟରୁ ୨୮୬ଟି ରିପୋର୍ଟ ନେଗେଟିଭ୍ ଆସିଛି । ବାକି ୨୫୭ଟି ନମୁନାର ରିପୋର୍ଟ ଆସିବା ବାକି ଅଛି । ଅଧିକ ପଢନ୍ତୁ...

268 covid-19 reports came out negative in mayurbhanj
ମୟୂରଭଞ୍ଜରେ 268 ଟି କୋଭିଡ ରିପୋର୍ଟ ଆସିଲା ନେଗେଟିଭ
author img

By

Published : Apr 23, 2020, 5:50 PM IST

Updated : Apr 23, 2020, 8:30 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ କୋଭିଡ-୧୯ ପରୀକ୍ଷା ପାଇଁ ମୋଟ ୫୪୩ ଟି ନମୁନା ଯାଇଥିବା ବେଳେ ସେଥିମଧ୍ୟରୁ ୨୮୬ ଟି ନମୁନା ନେଗେଟିଭ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଜଣେ ବି କୋରୋନା ପଜିଟିଭ ନ ଥିବା ବେଳେ ଆଉ ୨୫୭ଟି ନମୁନାର ରିପୋର୍ଟ ଆସିବା ବାକି ଅଛି ।

ମୟୂରଭଞ୍ଜରେ 268 ଟି କୋଭିଡ ରିପୋର୍ଟ ଆସିଲା ନେଗେଟିଭ

ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ବାହାର ରାଜ୍ୟରୁ ୧୨ ହଜାର ୪୬୯ ଜଣ ବ୍ୟକ୍ତି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ହଜାର ୯୪୦ ଜଣଙ୍କ କ୍ବାରେନଣ୍ଟାଇନ ସମାପ୍ତ ହୋଇଛି । ୫୨୯ ଜଣ ଏବେ ବି କ୍ବାରେନଣ୍ଟାଇନରେ ଅଛନ୍ତି । ତେବେ ପଶ୍ଚିମବଙ୍ଗ ଲିଙ୍କରୁ ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପୋଲିସ ଓଡିଶା-ପଶ୍ଚିମବଙ୍ଗ ବର୍ଡରରେ ସୁରକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ବଢ଼ାଇ ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 23, 2020, 8:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.