ETV Bharat / state

ବାରିପଦାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଗୁରୁବାର ବିଜେଡି 23 ବର୍ଷ ପଦାର୍ପଣ କରିଥିବାବେଳେ ଏହି ଅବସରରେ ବାରିପଦାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।

author img

By

Published : Dec 26, 2019, 11:55 PM IST

23rd bjd foundation day celebrate in baripada bjd
ବାରିପଦାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ବାରିପଦା: 23 ବର୍ଷରେ ପଦାର୍ପଣ କରିଛି ବିଜେଡି । ଇତିମଧ୍ୟରେ ବିଜେଡି ଦଳ ସମଗ୍ର ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ପ୍ରତିଷ୍ଠା ଦିବସ ଅବସରରେ ରାଜନେତା ମାନେ କହିଛନ୍ତି ।

ବାରିପଦାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଥିବା ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଗୁରୁବାର ବିଜେଡ଼ି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି, ଅସିତ ପତି, ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ, ଦେବାଶିଷ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୟରେ ନେତାମାନେ ନିଜ ଅଭିଭାଷଣରେ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ଦଳକୁ 5 ଥର ଶାସନ ଦାୟିତ୍ବ ମିଳିଥିବା କଥା କହିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ବଜାୟ ରଖିବାକୁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବିଜେଡି ଗୁରୁବାର ୨୩ ବର୍ଷରେ ପଦାର୍ପଣ କରିଛି। ଏଇ ୨୩ ବର୍ଷ ଭିତରେ ବିଜେଡି ଦଳ ସମଗ୍ର ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ରାଜନେତା ମାନେ ବିଜେଡି ପ୍ରତିଷ୍ଠା ଦିବସ ରେ କହିଛନ୍ତି। ମୟୁରଭଞ୍ଜ ଜିଲା ସଦର ମହକୁମା ବାରିପଦା ଠାରେ ଥିବା ବିଜୁଜନତା ଦଳ ର ମୁଖ୍ୟକାର୍ଯ୍ୟାଳୟ ପରିସରରେ ଆଜି ବିଜେଡ଼ି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତି, ଅସିତ ପତି, ପୂର୍ବତନ ରାଜ୍ୟସଭା ସାଂସଦ ବିରଭଦ୍ର ସିଂ, ଦେବାଶିଷ ମାର୍ଣ୍ଡି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସର ରେ ରାଜନେତା ମାନେ ନିଜ ଅଭିଭାଷଣ ରେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ ଦଳକୁ ୫ଥର ଶାସନ ଦାୟିତ୍ୱ ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ବଜାୟ ରଖିବାକୁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.