ETV Bharat / state

ଅଧାରେ ରହିଲା କଲେଜପଢା, ବଜ୍ରପାତରେ ଛାତ୍ରୀ ମୃତ - thunder

ବଜ୍ରପାତରେ ମୋରଡ଼ା ବ୍ଲକ ବଡମୁଣ୍ଢବଣି ଗାଁର ଜଣେ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରୀ ମୃତ । ମୃତ ଛାତ୍ରୀଙ୍କ ନାମ ସିମରନ ଖାତୁନ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ମୟୁରଭଞ୍ଜ
author img

By

Published : Jun 19, 2019, 8:43 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସନ୍ଧ୍ୟାରେ ଘଡଘଡି ସହ ପ୍ରବଳ ବର୍ଷା ପବନ ହୋଇଛି । କିଛିଦିନ ପରେ କଲେଜରେ ଆଡମିଶନ କରିଥାନ୍ତେ । କିନ୍ତୁ ତାହା ପୂର୍ବରୁ ବଜ୍ରପାତରେ ପ୍ରାଣ ହରାଇଲେ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ମୟୁରଭଞ୍ଜ

ମୃତ ଛାତ୍ରୀଙ୍କ ନାମ ସିମରନ ଖାତୁନ ହୋଇଥିବା ବେଳେ ସେ ମୋରଡ଼ା ବ୍ଲକ ବଡମୁଣ୍ଢବଣି ଗାଁର ବୋଲି ଜଣାପଡିଛି ।

ସେହିପରି ବଜ୍ରପାତରେ ମୋରଡ଼ା ବ୍ଲକର କାନ୍ଦଣା ଗ୍ରାମରେ ଭାଗବତ ନାୟକଙ୍କ ଚାରି ବଖରା ଘର ପୋଡି ସମ୍ପୂର୍ଣ୍ଣ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିର ର ବିଭିନ୍ନ ସମସ୍ୟା କୁ ନେଇ ହୋଇଥିବା ପଦଯାତ୍ରା କାଠପାଳ ନିକଟରୁ ସ୍ଥଗିତ ହୋଇଅଛି। ଆଜି ସକାଳୁ ଜଗନ୍ନାଥ ମନ୍ଦିର ସେବାୟତ ଙ୍କ ସହ ରଥ କାରିଗର , ରଥ ମହାରଣା ମିଶି 50 ଜଣ ଜଗନ୍ନାଥ ମନ୍ଦିର ରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। 8 ଦଫା ଦାବିରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲାBody:ତେବେ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସେବାୟତ ମାନଙ୍କୁ 18 ନମ୍ବର ଜାତୀୟ ରାଜପଥ କାଠପାଳ ନିକଟରେ ଅଟକାଇ ଆଲୋଚନା କରିଥିଲେ। ମନ୍ତ୍ରୀ ଭୁବନେଶ୍ୱର ଯାଇ ଜଗନ୍ନାଥ ମନ୍ଦିର ର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଆସନ୍ତା 30 ତାରିଖ ମଧ୍ୟରେ ସବୁ ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ପରେ ପଦଯାତ୍ରା ରୁ ଓହରିଛନ୍ତି ସେବାୟତ, ରଥ କାରିଗର ଓ ରଥ ମହାରଣା। Conclusion:ଆସନ୍ତା 30 ତାରିଖ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ପୁଣି ଥରେ ପଦଯାତ୍ରା ରେ ବାହାରି ନବୀନ ନିବାସ ରେ ନବୀନ ପଟ୍ଟନାୟକ ଙ୍କୁ ସମସ୍ୟା ସମ୍ପର୍କରେ ଦାବି କରିବେ ବୋଲି କହିଛନ୍ତି ସେବାୟତ ମାନେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.