ETV Bharat / state

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଭାଲୁ ଆକ୍ରମଣ ସନ୍ଦେହ - youth dead body

ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକର ଝରିଆଗୁଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ମଙ୍ଗଳା ପୂଜାରୀ । ଯୁବକ ଜଣଙ୍କୁ ଭାଲୁ କିମ୍ବା କୌଣସି ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି
author img

By

Published : Aug 19, 2019, 2:54 PM IST

ମାଲକାନଗିରି: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକର ଝରିଆଗୁଡା ଜଙ୍ଗଲରୁ । ମୃତ ଯୁବକ ହେଲେ ମଙ୍ଗଳା ପୂଜାରୀ । ମଙ୍ଗଳା 3ଦିନ ପୂର୍ବେ ଘରୁ ଜମିକୁ ଚାଷ ପାଇଁ ଯାଇଥିଲେ ।

ତେବେ 3ଦିନ ଧରି ସେ ଘରକୁ ଫେରି ନଥିବାବେଳେ ସୋମବାର ପରିବାର ଲୋକେ ଖୋଜାଖୋଜି କରିବାବେଳେ ଜଙ୍ଗଲ ମଧ୍ୟରୁ ତାଙ୍କ ମୃତଶରୀର ଦେଖିବାକୁ ପାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି

ମୃତ ମଙ୍ଗଳାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କୁ ଭାଲୁ କିମ୍ବା କୌଣସି ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଖଇରିପୁଟବ୍ଲକ ର ଝରିଆଗୁଡା ଗ୍ରାମ ଜଙ୍ଗଲରୁ ଜଣଙ୍କ ମୃତ ଦେହ ଉଦ୍ଧାର । Body:ମୃତ ଯୁବକ ହେଲେ ମଙ୍ଗଳା ପୂଜାରୀ । ମଙ୍ଗଳା 3ଦିନ ପୂର୍ବେ ଘରୁ ଜମିକୁ ଚାଷ ପାଇଁ ଯାଇଥିଲେ । ତେବେ 3ଦିନ ଧରି ସେ ଘରକୁ ଫେରି ନଥିବା ବେଳେ ଆଜି ପରିବାର ଲୋକେ ଖୋଜା ଖୋଜି କରିବା ବେଳେ ଜଂଗଲ ମଧ୍ୟରୁ ତାଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ତେବେ ଶରୀର ରେ ଅନେକ କ୍ଷତ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ କହିବା ଅନୁଯାଇ ତାଙ୍କୁ ଭାଲୁ କିମ୍ବା କୌଣସି ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ ର ଅଧିକାରୀ ମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.