ETV Bharat / state

ଶହୀଦ 22 ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା

author img

By

Published : Apr 4, 2021, 4:41 PM IST

ପୋଲିସ ମାଓବାଦୀ ଗୁଳିବିନିମୟ ଘଟଣାରେ 22 ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କୁ ଜଗଦଲପୁର ଠାରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ଅଧିକ ପଢନ୍ତୁ...

ଶହୀଦ 22 ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା
ଶହୀଦ 22 ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ସିଲଗେର ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ଘଟଣାରେ 22 ଯବାନ ଶହୀଦ ହୋଇଯାଇଛନ୍ତି । ଶହୀଦ ଯବାନଙ୍କୁ ଜଗଦଲପୁର ଠାରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା ।

ଶହୀଦ 22 ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା

ଶହୀଦ ଯବାନଙ୍କ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ସମେତ 22 ଯବାନ ସାମିଲ ଅଛନ୍ତି । ଏବେ ବି ଜଙ୍ଗଲ ମଧ୍ୟରେ ଜଣେ ଯବାନ ନିଖୋଜ ରହିଥିବା ମିଳିଛି ସୂଚନା । ସମସ୍ତ ଶହୀଦ ଯବାନଙ୍କ ମର ଶରୀରର ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ ।

ପୋଲିସର ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । 30 ଗୁରୁତର ଯବାନଙ୍କୁ ରାୟପୁର ରାମକୃଷ୍ଣ ମେଡିକାଲରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ CRPF DG ପହଁଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.