ETV Bharat / state

ଘରେ ପଶି ମହିଳାଙ୍କୁ ଗଳାକାଟି ହତ୍ୟା

ସୁନା ଓ ଟଙ୍କା ପାଇଁ ହତ୍ୟା । ଘରେ ପଶି ମାଲକାନଗିରିର ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

author img

By

Published : May 8, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ସୁନା ଗହଣା ଓ ଟଙ୍କା ପାଇଁ ମହିଳାଙ୍କୁ ଗଳାକାଟି ହତ୍ୟା । ମୃତକ ହେଲେ ମାଲକାନଗିରି ଏମଭି 79 ଗ୍ରାମର ଚିନାମ କରାମି । କେହି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆଜି ମଧ୍ୟାହ୍ନରେ ଘଟିଛି ଏହି ଘଟଣା । ଏମଭି 79 ଗ୍ରାମରେ ମହିଳାଙ୍କୁ ହତ୍ୟା କରାଯାଇଛି ।
ସୂଚନା ମୁତାବକ, ଚିନାମଙ୍କ ସ୍ୱାମୀ ଆନ୍ଧ୍ରପ୍ରଦେଶରେ କାମ କରନ୍ତି । ଚିନାମ ନିଜ ଭଉଣୀଙ୍କ ସହ ଏମଭି 79 ଗ୍ରାମରେ ରହୁଥିଲେ । ତେବେ ତାଙ୍କ ଭଉଣୀ ବଜାରକୁ ଯାଇଥିବାବେଳେ ଚିନାମଙ୍କ ଉପରେ ହୋଇଥିଲା ଆକ୍ରମଣ ।

ସେପଟେ ଖବର ପାଇ ଏମଭି 79 ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ddh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.