ETV Bharat / state

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ। 80 ହଜାର ଲାଞ୍ଚ ନେବାବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଧିକ ପଢନ୍ତୁ..

author img

By

Published : Jun 26, 2020, 8:35 PM IST

vizilance-raid-in-malkanagiri
vizilance-raid-in-malkanagiri

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ। 80 ହଜାର ଲାଞ୍ଚ ନେବାବେଳେ ଭିଜଲାନ୍ସ ହାତରେ ଧରାପଡ଼ିଲେ । ଜମିଜମା ମାମଲାରେ ଜାରି ହୋଇଥିବା 144 ଧାରା ଉଛେଦକୁ ନେଇ ଜୀବନ ମଣ୍ଡଳ ନାମକ ବ୍ୟକ୍ତି ଠାରୁ ଗତକାଲି 20 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଆଜି 80 ହଜାର ଟଙ୍କା ନେଇଥିଲେ ଅକ୍ଷୟ ।

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବରିଷ୍ଠ କିରାଣୀ

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ କିରାଣୀ ଅକ୍ଷୟ ନାୟକ। ଜୟପୁର ଏବଂ ମାଲକାନଗିରି ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.