ETV Bharat / state

ଶୁଣିଲାନି ପ୍ରଶାସନ, ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ - ରାସ୍ତାରେ ଧାନ ରୋଇ ପ୍ରତିବାଦ

ରାସ୍ତାର ଶୋଚନୀୟ ପରିସ୍ଥିତି ପାଇଁ ଗ୍ରାମବାସୀଙ୍କ ନିଆରା ଉଦ୍ୟମ । ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ.ଭି 64 ଗ୍ରାମରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Aug 6, 2019, 9:31 PM IST

ମାଲକାନଗିରି: ସାଧାରଣତଃ ରାସ୍ତାର ଦୁରାବସ୍ଥା ପାଇଁ ଲୋକେ ନାନା ସମୟରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ରାସ୍ତାର ଶୋଚନୀୟ ପରିସ୍ଥିତି ପାଇଁ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ମାଲକାନଗିରି ଜିଲ୍ଲାର ଏମ.ଭି 64ର ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦୀର୍ଘ ଦିନ ଧରି ରାସ୍ତା ମରାମତି ପାଇଁ ଦାବି କରି ନିରାଶ ହେବା ପରେ ସେମାନେ ରାସ୍ତା ଉପରେ ଧାନ ରୋଇବା ସହ ହଳ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏମଭି 64 ଗାଁରେ ରାସ୍ତା ଅବସ୍ଥା ଦୀର୍ଘ ଦିନରୁ ଶୋଚନୀୟ ହୋଇ ପଡିଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି । ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଶେଷରେ ଅନ୍ୟାପାୟ ନ ପାଇ ଗ୍ରାମବାସୀ ଏଭଳି ପ୍ରତିବାଦ କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.