ମାଲକାନଗିରି: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ଆସିଷ୍ଟାଣ୍ଟ ସେଲ୍ସ ଟ୍ୟାକ୍ସ ଅଫିସର ।
ଖବର ଅନୁଯାୟୀ, ଅଫିସର ଜଣକ 10 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବର୍ତ୍ତମାନ ତାଙ୍କ ଅଫିସ ସହ ବାସଭବନରେ ଭିଜିଲାନ୍ସ ଟିମ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।
ମାଲକାନଗିରିରୁ ଜୟନ୍ତ ତିଆଡୀ, ଇଟିଭି ଭାରତ