ETV Bharat / state

ନିଲମ୍ବିତ ASI ଜୟଦାଶ ଖରାଙ୍କୁ ବାନ୍ଧିଲା ଭିଜିଲାନ୍ସ

ନିଲମ୍ବିତ ASI ଜୟଦାଶ ଖରାଙ୍କୁ ଗିରଫ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଜୟପୁର ଭିଜିଲାନ୍ସ । ଅଧିକ ପଢନ୍ତୁ

author img

By

Published : Apr 29, 2022, 10:32 PM IST

ନିଲମ୍ବିତ ASI ଜୟଦାଶ ଖରା ଭିଜିଲାନ୍ସ ଦ୍ବାର ଗିରଫ୍

ମାଲକାନଗିରି: ନିଲମ୍ବିତ ଏଏସଆଇ ଜୟଦାଶ ଖରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଜୟପୁର ଭିଜିଲାନ୍ସ । ଗତକାଲି(ଗୁରୁବାର) ଠାରୁ ନିଲମ୍ବିତ ଏଏସଆଇ ଜୟଦାଶ ଖରା ଓ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ଘରେ ଚଢଉ କରିଥିଲା ଭିଜିଲାନ୍ସ ଟିମ ।

ନିଜ ପ୍ରକୃତ ଆୟ ଠାରୁ ୧୧୭% ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଏହା ଜଣାପଡିବା ପରେ ଜୟପୁର ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି । ମାଲକାନଗିରି ଭିଜିଲାନ୍ସ DSP ସୁଶାନ୍ତ କୁମାର ବିଶ୍ବାଳ ଏନେଇ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.