ETV Bharat / state

ମାଲକାନଗିରିରେ ଦୁଇ ମାଓବାଦୀ ଗିରଫ

author img

By

Published : Sep 9, 2019, 6:11 PM IST

ମାଲକାନଗିରିରେ ଦୁଇ ମାଓବାଦୀ ଗିରଫ । ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ବିଏସଏଫ ଯବାନ । ଗିରଫ ପରେ ଦୁଇ ସେମାନଙ୍କୁ ଚିତ୍ରକୋଣ୍ଡା ଥାନାକୁ ହସ୍ତାନ୍ତର କରାଯାଇଛି ।

ପ୍ରତୀକାତ୍ମକ ଫଟୋ

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ବିଏସଏଫ ଯବାନ। ଗିରଫ ଦୁଇ ମାଓବାଦୀ ନକ୍ସଲ ସଙ୍ଗଠନର ମିଲିସିଆ ସଦସ୍ୟ ଭଞ୍ଜ ହନ୍ତାଳ ଓ ସିନ୍ଧୁ ଖରା ।

ସେମାନଙ୍କ ନିକଟରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି । ଗିରଫ ପରେ ଦୁଇ ମାଓବାଦୀଙ୍କୁ ଚିତ୍ରକୋଣ୍ଡା ଥାନାକୁ ହସ୍ତାନ୍ତର କରିଛି ବିଏସଏଫ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ଦୁଇ ମାଓବାଦୀ ଗିରଫ । Body:ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ବିଏସଏଫ ବାହିନୀ । ଗିରଫ ଦୁଇ ଜଣ ହେଲେ ନକ୍ସଲ ସଂଗଠନର ମିଲିସିଆ ମେମ୍ବର ଭଞ୍ଜ ହନ୍ତାଳ ଓ ସିନ୍ଧୁ ଖରା । ଏମାନଙ୍କ ନିକଟରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ପରେ ଦୁଇ ମାଓବାଦୀଙ୍କୁ ଚିତ୍ରକୋଣ୍ଡା ଥାନାରେ ହସ୍ତାନ୍ତର କରିଛି ବିଏସଏଫ ବାହିନୀ । Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.