ETV Bharat / state

ଲାଞ୍ଚ ନେଇ ବରିଷ୍ଠ କିରାଣୀ ନିଲମ୍ବିତ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ଲାଞ୍ଚ ନେଇ ବରିଷ୍ଠ କିରାଣୀ ନିଲମ୍ବିତ । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ଘଟଣାର ଭିଡିଓ ଭାଇରାଲ ପରେ ସମ୍ପୃକ୍ତ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

author img

By

Published : Jan 27, 2021, 8:04 PM IST

ଲାଞ୍ଚ ନେଇ ବରିଷ୍ଠ କିରାଣୀ ନିଲମ୍ବିତ
ଲାଞ୍ଚ ନେଇ ବରିଷ୍ଠ କିରାଣୀ ନିଲମ୍ବିତ

ମାଲକାନଗିରି: ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବରିଷ୍ଠ କିରାଣୀ । ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଉକ୍ତ କିରାଣୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ଘଟଣାର ଭିଡିଓ ଭାଇରାଲ ପରେ ସମ୍ପୃକ୍ତ କିରାଣୀ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ।

ନିଲମ୍ବିତ କଲେ ଜିଲ୍ଲାପାଳ
ନିଲମ୍ବିତ କଲେ ଜିଲ୍ଲାପାଳ

ସୂଚନା ଅନୁସାରେ, ନିଲମ୍ବିତ ହୋଇଥିବା କିରାଣୀ ଜଣକ ହେଲେ ଶଶି ଶେଖର ସେଠୀ । ତହସିଲ ବରିଷ୍ଠ କିରାଣୀ ଶଶି ଶେଖର କିଛି ହିତାଧିକାରୀଙ୍କ ପଟ୍ଟାକୁ କରେକ୍ସନ କରି ଇଣ୍ଟରନେଟରେ ଅପଲୋଡ଼ ପାଇଁ ଦେଢ଼ଲକ୍ଷ ଟଙ୍କା ମାଗି 50 ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଲାଞ୍ଚ ନେଇ ବରିଷ୍ଠ କିରାଣୀ ନିଲମ୍ବିତ
ଲାଞ୍ଚ ନେଇ ବରିଷ୍ଠ କିରାଣୀ ନିଲମ୍ବିତ

ଏହି ଭିଡ଼ିଓ ଭାଇରାଲ ହେବାପରେ ଘଟଣାର ତଦନ୍ତ କରି ଜିଲ୍ଲାପାଳ ଆଜି(ବୁଧବାର) ସମ୍ପୁକ୍ତ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.