ETV Bharat / state

ରାୟଗଡାରେ ନାମାଙ୍କନ ପତ୍ର ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ

ବିଷମକଟକରେ 3 ଜଣ ପ୍ରାର୍ଥୀ ଓ ଗୁଣପୁରରେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଷମକଟକରେ ବିଏସପି ପ୍ରାର୍ଥୀ  ଜିତେନ୍ଦ୍ର କୁଲେସିକା ନାମାଙ୍କନ ଦାଖଲ କରିଥିବାବେଳେ, ବିଜେଡି ପ୍ରାର୍ଥୀ ଭାବେ ଜଗନ୍ନାଥ ସରକା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଭାବେ ଶିବଶଙ୍କର ଉଲ୍ଲାକା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 21, 2019, 11:57 PM IST

ରାୟଗଡା: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାପରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଛନ୍ତି । ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଲୀରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଷମକଟକରେ 3 ଜଣ ପ୍ରାର୍ଥୀ ଓ ଗୁଣପୁରରେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଷମକଟକରେ ବିଏସପି ପ୍ରାର୍ଥୀ ଜିତେନ୍ଦ୍ର କୁଲେସିକା ନାମାଙ୍କନ ଦାଖଲ କରିଥିବାବେଳେ, ବିଜେଡି ପ୍ରାର୍ଥୀ ଭାବେ ଜଗନ୍ନାଥ ସରକା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଭାବେ ଶିବଶଙ୍କର ଉଲ୍ଲାକା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.