ETV Bharat / state

କୁକୁଡା ଖାଇବାକୁ ଆସି ଫଶିଲା ଅଜଗର, ଉଦ୍ଧାର କଲା ସ୍ନେକ ହେଲପଲାଇନ - malkangir news

ଜିଲ୍ଲାରେ କିଛି ଦିନ ବ୍ୟବଧାନରେ 6 ଟି ଅଜଗର ସାପ ଉଦ୍ଧାର ହୋଇଛି । ଯାହାକୁ ନେଇ ଭୟଭୀତରେ ଅଛନ୍ତି ଲୋକେ । ଅଧିକ ପଢନ୍ତୁ...

କକୁଡା ଖାଇବାକୁ ଆସି ଫଶିଲା ଅଜଗର, ଉଦ୍ଧାର କଲା ସ୍ନେକ ହେଲପଲାଇନ

author img

By

Published : Aug 9, 2020, 4:56 PM IST

ମାଲକାନଗିରି: କୁକୁଡା ଖାଇବାକୁ ଆସି ଫଶିଗଲା ଅଜଗର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଜେଲ ସାହିରେ।

ରବିବାର ସକାଳେ ଏକ ବିରାଟ ଲମ୍ବର ଅଜଗର ଜେଲ ସାହିର ବିର ସାହୁଙ୍କ ଘରେ ଥିବା କୁକୁଡା ଘରେ ପସିଯାଇଥିଲା। ପରିବାର ଲୋକ ଅଜଗରକୁ ଦେଖି ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକହେଲ୍ପ ଲାଇନର ସତ୍ୟଜିତ ଗୌଡ଼ ଓ ତାଙ୍କ ଟିମ ଆସି ସାପଟିକୁ ଉଦ୍ଧାର କରିଥିଲେ ।

କୁକୁଡ଼ା ଖାଇବାକୁ ଆସି ଫଶିଗଲା ଅଜଗର

8 ଫୁଟ ଲମ୍ବାର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଲେ ଥିବାବେଳେ ସ୍ନେକହେଲ୍ପ ସଦସ୍ୟ ମାନେ। ଗତ ମାସ ମଧ୍ୟରେ ୬ଟି ଅଜଗର ସାପ ମାଲକାନଗିରି ସଦର ମହକୁରୁ ଉଦ୍ଧାର ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.