ETV Bharat / state

ପୋଲିସ-ନକ୍ସଲ ଗୁଳିବିନିମୟ, ମାଓବାଦୀ ନିହତ

author img

By

Published : Oct 15, 2019, 8:30 PM IST

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଜଣେ ମାଓବାଦୀ ନିହତ ହୋଇଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।

ପୋଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତୁଳସୀ ପାହାଡରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ସୁକୁମା ଏସପି ସଲଭ ସିହ୍ନାଙ୍କ ନେତୃତ୍ବରେ ଡିଆରଜିର ଯବାନ ମାଓ ଦମନ ପାଇଁ ଛତିଶଗଡ଼ ପୁଷ୍ପପାଲ ଥାନାରୁ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲ ମାନେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ପାଲଟା ଜବାବରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏଥିରେ ଜଣେ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀର ପରିଚୟ ମିଳି ପାରିନଥିବାବେଳେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଜଣେ ମାଓବାଦୀ ମୃତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।Body:ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲା ଡି.ଆର.ଜି ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଜଣେ ମାଓବାଦୀ ମୃତ୍ୟୁ ହୋଇଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ଘଟଣାଟି ମାଲକାନଗିରି ଜିଲ୍ଲା ମାଥିଲି ଥାନାକୁ ଲାଗିଥିବା ତୁଳସୀ ପାହାଡ଼ରେ ଘଟିଛି। ଆଜି ବିଶେଷ ସୂତ୍ରରୁ ଖବର ପାଇ ସୁକୁମା ଏସପି ସଲଭ ସିନ୍ହାଙ୍କ ନେତୃତ୍ୱରେ ଡି.ଆର.ଜି ର ଜବାନ ମାଓ ଦମନ ପାଇଁ ଛତିଶଗଡ଼ ପୁଷ୍ପପାଲ ଥାନାରୁ ଅପରେସନ ଆରମ୍ଭ କରିଥିଲେ ପରେ ଜବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଦିର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହେବା ପରେ ଜଣେ ମାଓବାଦୀ ମୃତ ହୋଇଥିବା ଜଣାପଡିଛି । କିନ୍ତୁ ବର୍ତମାନ ସୁଦ୍ଧା ଯବାନ ମାନେ ଜଙ୍ଗଲରେ ରହିଥିବା ସୁକୁମା ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ ମାଓବାଦୀ ଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.