ETV Bharat / state

ମାଲକାନଗିରିରେ ପ୍ରଥମରୁ ବିଜେଡିର ଦବଦବା

ମାଲକାନଗିରିରେ ଆରମ୍ଭ ହୋଇଛି ଭୋଟଗଣତି । ତେବେ ପ୍ରଥମରୁ ଶାସକ ଦଳ ବିଜେଡିର ପାୱାର ଦେଖିବାକୁ ମିଳିଛି ।

author img

By

Published : May 23, 2019, 10:22 AM IST

Updated : May 23, 2019, 10:38 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଆରମ୍ଭ ହୋଇଯାଇଛି ଭୋଟଗଣନା । ଖୋଲିଛି ନେତାଙ୍କ ଭାଗ୍ୟର ପେଡି । ତେବେ ମାଲକାନଗିରିରେ ପ୍ରଥମରୁ ବିଜେଡିର ଦବଦବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳର ପ୍ରାର୍ଥୀ ମୁକୁନ୍ଦ ସୋଡି ଆଗୁଆ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମାଲା ମାଢି ଦ୍ବିତୀୟ ସ୍ଥାନରେ ଅଛନ୍ତି ।

ତେବେ ନବରଙ୍ଗପୁର ଲୋକସଭା ପାଇଁ କିନ୍ତୁ ମାଲକାନଗିରି ଭୋଟ ବିଜେପିର ବଳଭଦ୍ର ମାଝିଙ୍କ ଆଡକୁ ଢଳୁଥିବାର ଦେଖିବାକୁ ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : May 23, 2019, 10:38 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.