ETV Bharat / state

ମାଓବାଦୀଙ୍କ ନୂଆ ରଣନୀତି: ଲୋକଙ୍କୁ ଦଳରେ ସାମିଲ କରିବା ପାଇଁ କଲେ ନାଚଗୀତ

author img

By

Published : Feb 13, 2019, 4:02 PM IST

ଲୋକଙ୍କୁ ମାଓ ଦଳରେ ସାମିଲ କରିବା ପାଇଁ ମାଓବାଦୀ ମାନେ ବିଭିନ୍ନ ନାଚ ଗୀତ ମାଧ୍ୟମରେ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ନୂଆ ରଣନୀତି ଦେଖିବାକୁ ମିଳିଛି । ମାଓବାଦୀ ଜନ ସାଧାରଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବରୁ ହତ୍ୟା କରୁଥିବା ସହ ଅତ୍ୟାଚାର କରୁଥିବା ଘଟଣା ନଜରକୁ ଆସିଥିବା ବେଳେ ଏବେ ମାଓବାଦୀଙ୍କ ନୂଆ ଭିଡିଓ ଭାଇରାଲ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି
ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ମାଓପ୍ରବଣ ଅଞ୍ଚଳରେ ମାଓବାଦୀ ମାନେ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ଲୋକଙ୍କୁ ଯୋଗାଉଛନ୍ତି ସ୍ୱାସ୍ଥ୍ୟ ସେବା । ଲୋକଙ୍କୁ ମାଓ ଦଳରେ ସାମିଲ କରିବା ପାଇଁ ମାଓବାଦୀ ମାନେ ବିଭିନ୍ନ ନାଚ ଗୀତ ମାଧ୍ୟମରେ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଗ୍ରାମବାସୀ ମଧ୍ୟ ମାଓବାଦୀଙ୍କ ଏହି ମେଳିରେ ଯୋଗ ଦେଇ ବିଭିନ୍ନ ସୁବିଧାର ଲାଭ ଉଠାଉଛନ୍ତି । ସରକାରୀ ସୁବିଧାରୁ ବଞ୍ଚିତ ଥିବା ଏହି ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପ୍ରୟାସ ସାଧାରଣ ଜନତାଙ୍କୁ ମାଓବାଦୀଙ୍କ ପ୍ରତି ଆକ୍ରୁଷ୍ଟ କରୁଛି । ଯଥାଶିଘ୍ର ସରକାର ଏହା ଉପେର କଡା ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ସ୍ଲଗ- ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 12/02/2019
ଆଙ୍କର- ବାଲେଶ୍ୱର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ସୂଚନା ଅଧିକାର ସଂଗଠନ ଆମରଣ ଅନଶନ କରିଛି।
4ବର୍ଷ ହେବ ମେଡିକାଲରେ ଡାକ୍ତର ପଦବି ଖାଲି ପଡ଼ିଛି। ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇବାରେ ବ୍ୟତିକ୍ରମ ଦେଖା ଦେଉଛି। ଅନେକ ସମୟରେ ରୋଗୀ ଉଚିତ ସେବା ପାଇବାରେ ବିଳମ୍ବ ଯୋଗୁଁ ପ୍ରାଣ ହରାଇବାକୁ ପଡୁଛି। ଡାକ୍ତରଖାନାର ଏମିତି ଅଵ୍ୟଵସ୍ଥାକୁ ନେଇ ପ୍ରଶାସନ ପାଖରୁ ଆରମ୍ଭ କରି ନେତାଙ୍କ ଯାଏ ଦାବି ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଚାରିଆଡୁ ବିଫଳ ହେବା ପରେ ଶେଷରେ ସଂଗଠନ ଆମରଣ ଅନଶନ ପାଇଁ ନିଷ୍ପତ୍ତି ନେଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.