ETV Bharat / state

ପୋଲିସ ଡ୍ରୋନରେ ଧରାପଡିଲା ମାଓବାଦୀଙ୍କ କାରନାମା

author img

By

Published : Sep 14, 2020, 11:13 AM IST

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ଭୟରେ ଗ୍ରାମବାସୀମାନେ ରାସ୍ତା କାଟିବାକୁ ଯାଉଥିବାର ଦୃଶ୍ୟ ପୋଲିସ ଡ୍ରୋନରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୋଲିସ ଡ୍ରୋନରେ ଧରାପଡିଲା ମାଓବାଦୀଙ୍କ କାରନାମା
ପୋଲିସ ଡ୍ରୋନରେ ଧରାପଡିଲା ମାଓବାଦୀଙ୍କ କାରନାମା

ମାଲକାନଗିରି:ପୁଣି ଫେରିଛି ମାଓ ଭୟ । ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ମାଓ ଭୟରେ ଗ୍ରାମବାସୀମାନେ ରାସ୍ତା କାଟିବାକୁ ଯାଉଥିବାର ଦୃଶ୍ୟ ପୋଲିସ ଡ୍ରୋନରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ସୁକମା ଜିଲ୍ଲାର କିସ୍ତରାମ ପୋଲିସ ଷ୍ଟେସନ ପାଲୋଡି ଅଞ୍ଚଳର ଏହି ଦୃଶ୍ୟ ବୋଲି ଜଣାପଡିଛି । ପାଲୋଡି ଜଙ୍ଗଲରେ ନାଳପାରି ହେଉଥିବାବେଳେ ସୁରକ୍ଷାବଳୟ ଡ୍ରୋନ ଉଡାଇଥିଲେ । ଯେଉଁଥିରେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.