ETV Bharat / state

ICUକୁ ମୋବାଇଲ ମନା - ମେଡ଼ିକାଲ

ଭାଇରାଲ ପରେ ଏବେ ମୋବାଇଲ ଭୟ । ଏଣିକି ଡାକ୍ତର ଓ ନର୍ସମାନେ ମେଡିକାଲର କୌଣସି ଗୁରୁତ୍ବପୁର୍ଣ ବିଭାଗ ଭିତରକୁ ନେଇ ପାରିବେ ନାହିଁ ମୋବାଇଲ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 3, 2019, 9:56 AM IST

ମାଲକାନଗିରି: ଜିଲ୍ଲା ସଦର ଚିକିତ୍ସାଳୟର SNCU ଭିତର ଟିକ୍ ଟିକ୍ ଭିଡିଓ ଭାଇରାଲ ହେବା ପରେ ଏବେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପହଞ୍ଚିବା ପରେ ଡାକ୍ତର ଓ ନର୍ସ ମାନଙ୍କୁ ଏକ ପ୍ରକାର ଫତୁଆ ଜାରି କରିଛନ୍ତି ସି.ଡି.ଏମ.ଓ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ମେଡିକାଲର ଗୁରୁତ୍ତପୁର୍ଣ୍ଣ ବିଭାଗ ICU, SNCU, OT, LABORATOTY ଓ ଶିଶୁ ବିଭାଗ ଭିତରକୁ କେହି ମୋବାଇଲ୍ ନେଇପାରିବେ ନାହିଁ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଦର ଚିକିତ୍ସାଳୟରେ ଏହି ନିୟମ ଜାରି କରାଯାଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଜାରି କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Intro:Body:

For testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.