ETV Bharat / state

ମାଓବାଦୀଙ୍କ ବର୍ବର କାଣ୍ଡ, ଅପହରଣ ପରେ ଯବାନଙ୍କୁ ହତ୍ୟା

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ଯବାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ମାଓବାଦୀ । ଅଧିକ ପଢନ୍ତୁ...

author img

By

Published : Mar 21, 2021, 12:26 PM IST

ଅପହରଣ ପରେ ଯବାନଙ୍କୁ କଲେ ହତ୍ୟା
ଅପହରଣ ପରେ ଯବାନଙ୍କୁ କଲେ ହତ୍ୟା

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ଯବାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ମାଓବାଦୀ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ପେଣ୍ଡୁମ ଗାଁ ରେ।

ଅପହରଣ ପରେ ଯବାନଙ୍କୁ କଲେ ହତ୍ୟା
ଅପହରଣ ପରେ ଯବାନଙ୍କୁ କଲେ ହତ୍ୟା

ଗତ ଶନିବାର ଛୁଟିରେ ଶ୍ବଶୁର ଘରକୁ ଯିବା ବାଟରେ ମାଓବାଦୀ ଅପହରଣ କରି ଆଜି(ରବିବାର) ହତ୍ୟା କରିଛନ୍ତି । ମୃତ ଶରୀରକୁ କେଶକୁତୁଲ ଗାଁ ନିକଟରେ ଛାଡି ଯାଇଛନ୍ତି ମାଓବାଦୀ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.