ETV Bharat / state

13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା - ମାଲକାନଗିରି ଜିଲ୍ଲା

ମାଲକାନଗିରି ଜିଲ୍ଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ 13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବାକୁ ବାରଣ କରାଯାଇଛି । ଅଧିକ ଖବର ପଢନ୍ତୁ...

13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା
13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା
author img

By

Published : Jul 11, 2020, 10:53 AM IST

ମାଲକାନଗିରି: ଜିଲ୍ଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ 13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବାକୁ ବାରଣ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ , ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର ଓ ଜଗତସିଂହପୁର ।

ଏହି ଜିଲ୍ଲାରୁ ଯେଉଁମାନେ ମାଲକାନଗିରି ଆସିବେ, ସେମାନଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିସହ ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା କରିବା ସହ ହାତକୁ ଭଲଭାବେ ଧୋଇବା ପାଇଁ ମଧ୍ୟ କହିଛନ୍ତି ଜିଲ୍ଲାପାଳ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.