ETV Bharat / state

ସ୍ବାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଲେ ଜିଲ୍ଲାପାଳ, ପିଲାଙ୍କୁ ପଢାଇଲେ ପାଠ - ମାଲକାନଗିରି ଖବର

ସ୍ବାଭିମାନ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ିର ସ୍ଥିତି ପରଖିଲେ ଜିଲ୍ଲାପାଳ । ପିଲାଙ୍କ ସହ କଥା ହେଲେ ଆଉ ପାଠ ବି ପଢାଇଲେ । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଲେ ଜିଲ୍ଲାପାଳ:ପିଲାଙ୍କୁ ପଢାଇଲେ ପାଠ

author img

By

Published : Apr 13, 2022, 11:30 AM IST

ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ିର ସ୍ଥିତି ପରଖିଲେ ଜିଲ୍ଲାପାଳ । ପିଲାଙ୍କ ସହ କଥା ହେଲେ ଆଉ ପାଠ ବି ପଢାଇଲେ । ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ,ଟୋଟାଗୁଡା,ବିଡ଼ାରିପାକନାଓ ହନ୍ତାଳଗୁଡାକୁ ଗସ୍ତ କରିଥିଲେ ।

କିଭଳି ସ୍କୁଲ ଓ ଅଙ୍ଗନବାଡ଼ିରେ ପାଠପଢା ଚାଲିଛି ତାକୁ ତଦାରଖ କରିଥିଲେ । ଏହାସହ ସ୍କୁଲ ଗୁଡିକର ରୂପରେଖକୁ ପରଖିଥିଲେ । ପିଲାମାନଙ୍କୁ କିଭଳି ଖାଇବାକୁ ଦିଆଯାଉଛି । ଅଙ୍ଗନବାଡ଼ିରେ ପିଲାମାନଙ୍କୁ କିଭଳି ପଢ଼ାଯାଉଛି ସେ ସବୁ ଦେଖିଥିଲେ । କିଛି ସ୍ଥାନରେ ଜିଲ୍ଲାପାଳ ନିଜେ ପିଲା ମାନଙ୍କୁ ପାଠ ମଧ୍ୟ ପଢ଼ାଇଥିଲ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.