ETV Bharat / state

ମାଓ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ, ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ ସୀମାନ୍ତରୁ ଲ୍ୟାଣ୍ଡମାଇନ ଉଦ୍ଧାର । ମାଓଦମନ ପାଇଁ 206 ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Feb 2, 2021, 8:31 AM IST

ମାଓ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ
ମାଓ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ

ମାଲକାନଗିରି: ଟଳିଲା ବଡ ଧରଣର ଅଘଟଣ । ପଣ୍ଡ ହେଲା ମାଓବାଦୀଙ୍କ ଷଡଯନ୍ତ୍ର । ଛତିଶଗଡ ସୀମାନ୍ତରୁ ଲ୍ୟାଣ୍ଡମାଇନ ଉଦ୍ଧାର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି ଯବାନ । ପୋଲିସଙ୍କୁ ଟାର୍ଗେଟ କରି ମାଓବାଦୀ 5 କିଲୋର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ମାଓଦମନ ପାଇଁ 206 ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିଟେକ୍ଟର ଯୋଗେ ସନ୍ଧାନ ପାଇ ଲ୍ୟାଣ୍ଡମାଇନକୁ ନିଷ୍କ୍ରୟ କରିଥିଲେ ।

ମାଓ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.