ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା ଘର, ବେସାହାରା ହେଲେ 4 ପରିବାର

author img

By

Published : Nov 10, 2020, 7:42 AM IST

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା ଘର, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା ବେସାହାରା ପରିବାର । ଅଧିକ ପଢନ୍ତୁ..

house demolished on the orders of the High Court, 4 families got homeless
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା ଘର, ବେସାହାରା ହେଲେ 4 ପରିବାର

ମାଲକାନଗିରି: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭଙ୍ଗାଗଲା ଘର । ଆଉ କ୍ଷତିଗ୍ରସ୍ତ ପରିବାର ଏବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଧାରଣା । କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଏମଭି ୯୦ ଗାଁର ଅମଲ ସାହାଙ୍କ ଜମି ଉପରେ ସେହି ଗାଁର 4 ପରିବାର ବସବାସ କରୁଥିଲେ। ତେବେ ଅମଲ 4 ପରିବାରକୁ ବାରମ୍ବାର ସ୍ଥାନ ଖାଲି କରିବା ପାଇଁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ସେ ନିରୁପାୟ ହୋଇ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦଖଲ ହୋଇଥିବା ଜମିକୁ ନିଜ ଅଧିନକୁ ଆଣିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଜବରଦଖଲରେ ହୋଇଥିବା ଘର ଗୁଡିକୁ ସ୍ଥାନୀୟ ତହସିଲଦାର, କାଲିମେଳା ପୁଲିସ ଡ୍ରୋଜର ଲଗାଇ ଭାଙ୍ଗିଦେଇଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.