ETV Bharat / state

ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, 60 ଲକ୍ଷ ମୂଲ୍ୟର ମେଡିସିନ ପାଉଁଶ

ଲକାନଗିରି ଜିଲ୍ଲା ସଦରମହକୁମାର ମହେଶ୍ବରୀ କଲୋନୀରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି ।

author img

By

Published : Feb 7, 2019, 4:29 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଛି । ତେବେ ନଷ୍ଟ ହୋଇଥିବା ମେଡିସିନର ଆନୁମାନିକ ମୂଲ୍ୟ 60 ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଦମକଳ ବାହିନୀ । ତେବେ ସର୍ଟସର୍କିଟରୁ ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଛି । ତେବେ ନଷ୍ଟ ହୋଇଥିବା ମେଡିସିନର ଆନୁମାନିକ ମୂଲ୍ୟ 60 ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଦମକଳ ବାହିନୀ । ତେବେ ସର୍ଟସର୍କିଟରୁ ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ଟ୍ବିଟରରେ ମାୟାବତୀ



ଲକ୍ଷ୍ନୌ: ରାଜନୀତିରେ ଏବେ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ଭୂମିକା ବଢିବାରେ ଲାଗିଛି । 2019 ଲୋକସଭା ନିର୍ବାଚନକୁ  ଦଳ ଆଖି ଆଗରେ ରଖି ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରିବା ସମସ୍ତଙ୍କ ଧ୍ୟାନରେ । ଏହିକ୍ରମରେ ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଥିବା ବିଏସପି ସୁପ୍ରିମୋ ମାୟାବତୀ ଏବେ ଟ୍ବିଟରରେ ନିଜ ଆକାଉଣ୍ଟ ଖୋଲିଛନ୍ତି । ପୂର୍ବରୁ ତାଙ୍କର କୌଣସି ଆଧିକାରିକ ଆକାଉଣ୍ଟ ନଥିଲା । ସେ ଏବେ ଏହି ନୂତନ ପଦକ୍ଷେପ ନେଇଛନ୍ତି । କୁହାଯାଉଛି ଯେ ମାୟାବତୀ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ କହିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । 



ଜଣାଯାଇଛି ଯେ ମାୟାବତୀଙ୍କର ଏହି ଆକାଉଣ୍ଟ 2019 ଜାନୁଆରୀ 22ରେ ଖୋଲା ଯାଇଥିଲା । ଏହାସହ ଫେବୃୟାରୀ 6 ବୁଧବାର ତାଙ୍କ ଆକାଉଣ୍ଟକୁ ଟ୍ବିଟର ପକ୍ଷରୁ ଭେରିଫାଏଡ କରାଯାଇଛି । ମାୟାବତୀଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ @SushriMayawati ରହିଛି । ମାୟାବତୀ ସୂଚନା ଦେଇଛନ୍ତି ଯେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଅନୁରୋଧ ପରେ ସେ ଟ୍ବିଟରରେ ନିଜ ଆକାଉଣ୍ଟ ଖୋଲିଛନ୍ତି । 





    





    


Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.