ETV Bharat / state

କୋଭିଡ ଟୀକା ନେଇ ପାର୍ଶ୍ଵ ପ୍ରତିକ୍ରିୟାର ଶିକାର ହେଲେ ଅଙ୍ଗନବାଡି ଦିଦି - side effects on anganwadi worker

କୋଭିଡ ଟୀକା ନେବା ପରେ ଅସୁସ୍ଥ ହେଲେ ଅଙ୍ଗନୱାଡି କର୍ମୀ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଦେଖାଦେଇଛି ଟୀକାର ଏହି ପାର୍ଶ୍ବ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

କୋଭିଡ ଟୀକା ନେଇ ପାର୍ଶ୍ଵ ପ୍ରତିକ୍ରିୟାର ଶିକାର ହେଲେ ଅଙ୍ଗନବାଡି ଦିଦି

author img

By

Published : Jan 29, 2021, 9:25 PM IST

ମାଲକାନଗିରି: ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଗୁରୁବାର 218 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା କୋରୋନା ଟିକା । ତେବେ ଟିକା ନେବାର ଛଅ ଘଣ୍ଟା ପରେ ଜଣେ ଅଙ୍ଗନଓ୍ବାଡି ଦିଦିଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କର୍ମୀ ଜଣଙ୍କ ପଦ୍ମିନୀ କିଞ୍ଚଇ ଏବଂ ସେ ଭୀମରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କାର୍ଯ୍ୟରତ ଅଟନ୍ତି ।

କର୍ମୀ ଜଣକ ଯେତେବେଳେ ପାର୍ଶ୍ବ ପ୍ରତିକ୍ରିୟା ଅନୁଭବ କଲେ, ଚିତ୍ରକୋଣ୍ଡା ମେଡିକାଲ ଟିମ୍ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ସାଲାଇନ ଦେଇଥିଲେ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.