ETV Bharat / state

ଠିକାଦାର ସଂଘର ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Nov 15, 2019, 7:09 PM IST

ମାଲକାନଗିରି ଜିଲ୍ଲାର ଠିକାଦାର ସଂଘ ପକ୍ଷରୁ ଆଜି ୧୦ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ଠିକାଦାର ସଂଘ ପକ୍ଷରୁ ଆଜି ୧୦ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଠିକାଦାର ମାନେ ଏଣିକି କ୍ରସରରୁ ବାଲି, ଚିପ୍ସ ଓ ମେଟାଲ ଆଣିବା ପାଇଁ ତହସିଲ ଅଫିସରୁ ଅନୁମତି ନେବା ସହ ଟିକସ ପୈଠ କରିବାକୁ ପଡିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ତେଣୁ ଏଭଳି ହେବା ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ବିରୋଧ କରି ନିଖିଳ ଓଡିଶା ଠିକାଦାର ମହାସଂଘ । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏସବୁ ଉଚ୍ଛେଦ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିବ ବୋଲି ଠିକାଦାର ସଂଘ କହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆଜି ୧୦ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । Body:ରାଜ୍ୟ ସରକାରଙ୍କ ନୁତନ ନିୟମ ଅନୁଯାଇ ଠିକାଦାର ମାନେ ଏଣିକି କ୍ରସରରୁ ବାଲି, ଚିପିସ ଓ ମେଟାଲ ଆଣିବା ଲାଗି ତହସିଲ ଅଫିସରୁ ଅନୁମତି ନେବା ସହ ଟିକସ ପୈଠ କରିବାକୁ ପଡିବ । ତେଣୁ ଏଭଳି ହେବା ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନ ମୁଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ବିରୋଧ କରି ନିଖିଳ ଓଡିଶା ଠିକାଦାର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏସବୁ ଉଚ୍ଛେଦ କରିବା ଲାଗି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରି କାର୍ଯ୍ୟ ବନ୍ଦ ରହିବ ବୋଲି ଠିକାଦାନ ସଂଘ କହିଛି ।

ବାଇଟ – ପ୍ରଭାକର ପ୍ରଧାନ, ମାଲକାନଗିରି ଠିକାଦାର ସଂଘ ସମ୍ପାଦକ
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.