ETV Bharat / state

ଦୁର୍ଘଟଣାରେ ଠିକାଦାର ମୃତ

ବାଇକ ଦୁର୍ଘଟଣାରେ ଠିକାଦାର ରମଣ ବିଶ୍ବାସଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

author img

By

Published : Mar 24, 2019, 12:50 PM IST

Updated : Mar 24, 2019, 1:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାଲଗିରି

ମାଲକାନଗିରି: ମହାରାଜପାଲ୍ଲୀ ଗାଁରେ ଅଘଟଣ। ବାଇକ ଦୁର୍ଘଟଣାରେ ଜଣେ ଠିକାଦାରଙ୍କର ମୃତ୍ୟୁ ହୋଇଛି। ମୋଟୁ ଥାନା ଅନ୍ତର୍ଗତ ମହାରାଜପାଲ୍ଲୀ ଗାଁରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ରମଣ ବିଶ୍ବାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାଲଗିରି

ସୂଚନା ମୁତାବକ, ଏହି ଦୁର୍ଘଟଣାରେ ରମଣଙ୍କ ମୃତ୍ୟୁ ହୋଇଥିବା ଏସ୍‌ପିଜଗମୋହନ ମିନା ସୂଚନା ଦେଇଛନ୍ତି । ଏଥିସହ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଘଟଣାର ତଦନ୍ତ ଜାରିରଖିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
Last Updated : Mar 24, 2019, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.