ETV Bharat / state

'ପିସି ନେଉଛନ୍ତି ମାଲକାନଗିରି ଜିଲ୍ଲାପାଳ' - ମାଲକାନଗିରି ଖବର

ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ପିସି ନେଉଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଅଧିକ ଖବର ପଢନ୍ତୁ...

'ପିସି ନେଉଛନ୍ତି ମାଲକାନଗିରି ଜିଲ୍ଲାପାଳ'
'ପିସି ନେଉଛନ୍ତି ମାଲକାନଗିରି ଜିଲ୍ଲାପାଳ'
author img

By

Published : Dec 22, 2019, 2:36 PM IST

ମାଲକାନଗିରି: ଜିଲ୍ଲାର ଜିଲ୍ଲାପାଳଙ୍କ ନାମରେ ପିସି କାରବାର ଅଭିଯୋଗ । ଜିଲ୍ଲାପାଳ ମନିଷ ଅଗ୍ରୱାଲ ପିସି ନେଉଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ରବିବାର ଜିଲ୍ଲା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜିଲ୍ଲାର ଠିକାଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ଏବଂ ଏମିତିକି ଅଙ୍ଗନବାଡି ଦିଦିଙ୍କ ଠାରୁ ମଧ୍ୟ ଏଜେଣ୍ଟ ଲଗାଇ ପିସି ନେଉଥିବାର ଠୋସ ପ୍ରମାଣ ରହିଥିବା କହିଛନ୍ତି ପ୍ରଦୀପ ମାଝୀ ।

'ପିସି ନେଉଛନ୍ତି ମାଲକାନଗିରି ଜିଲ୍ଲାପାଳ'

ଜିଲ୍ଲାପାଳ ପିସି ନେଉଥିବା ବିଷୟରେ ସରକାର ସମ୍ପୂର୍ଣ୍ଣ ରୂପେ ଜାଣିଛନ୍ତି ଏବଂ ଏଥିରେ ଭୁବନେଶ୍ବରର ବଡ଼ ବଡ଼ିଆ ଅଫିସର ଙ୍କ ମଧ୍ୟ ହାତ ରହିଥିବା କହିଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଯଥାଶୀଘ୍ର ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ 10 ତାରିଖ ଦିନ ଏକ ବିରାଟ ଆନ୍ଦୋଳନ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

ଏଥିରେ ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହ ଜିଲ୍ଲାର ଆବାଳ ବୃଦ୍ଧ ବନିତା ରାଜରାସ୍ତାକୁ ଆସିବେ ବୋଲି ଧମକ ଦେଇଛି ଜିଲ୍ଲା କଂଗ୍ରେସ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ପିସି କାରବାର ଅଭିଯୋଗ । ଜିଲ୍ଲାପାଳ ମନିଶ ଅଗ୍ରୱାଲ ପିସି ନେଉଥିବା ସିଧାସଳଖ ଅଭିଯୋଗ ଆଣିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ।Body:ଆଜି ଜିଲ୍ଲା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲାପାଳ ମନିଶ ଅଗ୍ରୱାଲ ଜିଲ୍ଲାର ଠିକାଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ଏବଂ ଏମିତିକି ଅଙ୍ଗନବାଡି ଦିଦିଙ୍କ ଠାରୁ ମଧ୍ୟ ଏଜେଣ୍ଟ ଲଗାଇ ପିସି ନେଉଥିବାର ଠୋସ ପ୍ରମାଣ ରହିଥିବା କହିଛନ୍ତି ପ୍ରଦୀପ ମାଝୀ । ଜିଲ୍ଲାପାଳ ପିସି ନେଉଥିବା ବିଷୟର ସରକାର ସମ୍ପୂର୍ଣ୍ଣ ରୂପେ ଜାଣିଛନ୍ତି ଏବଂ ଏଥିରେ ଭୁବନେଶ୍ୱରର ବଡ଼ ବଡ଼ିଆ ଅଫିସର ଙ୍କ ମଧ୍ୟ ହାତ ରହିଥିବା କହିଛନ୍ତି ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ । ଯଥାଶୀଘ୍ର ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ 10 ତାରିଖ ଦିନ ଏକ ବିରାଟ ଆନ୍ଦୋଳନ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହେବ ଏବଂ ଏଥିରେ ଜିଲ୍ଲାର ସରକାରୀ ବେ ସରକାରୀ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହ ଜିଲ୍ଲାର ଆବାଳ ବୃଦ୍ଧ ବନିତା ରାଜ ରାସ୍ତାକୁ ଆସିବେ ବୋଲି ଧମକ ଦେଇଛି ଜିଲ୍ଲା କଂଗ୍ରେସ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.