ETV Bharat / state

ପୁଣି ମାଲକାନଗିରିରେ ଅଜଣା ରୋଗ ଆତଙ୍କ, 19 ଶିଶୁ ଆକ୍ରାନ୍ତ - ମାଲକାନଗିରି ଖବର

ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଟନପାଲ୍ଲି ଗ୍ରାମର ଅନେକ ଶିଶୁ । ଅଧିକ ପଢ଼ନ୍ତୁ...

ପୁଣ ଅଜଣା ରୋଗରେ ଶିଶୁ ଆକ୍ରାନ୍ତ
author img

By

Published : Nov 19, 2019, 8:56 PM IST

ମାଲକାନଗିରି: ପୁଣି ଜିଲ୍ଲାରେ ଦେଖିବାକୁ ମିଳିଛି ଅଜଣା ରୋଗ ଆତଙ୍କ । କାଲିମେଳା ବ୍ଲକ ଅନ୍ତର୍ଗତ କାଟନପାଲ୍ଲି ଗ୍ରାମର ଅନେକ ଶିଶୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ 19 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଏମ.ଭି.79 ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ।

ପୁଣ ଅଜଣା ରୋଗରେ ଶିଶୁ ଆକ୍ରାନ୍ତ

ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ସମସ୍ତ ଶିଶୁଙ୍କ ବୟସ 1 ରୁ 3 ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଆକ୍ରାନ୍ତ ଶିଶୁ ମାନେ ଥଣ୍ଡା କାଶ ଓ ଚର୍ମ ରୋଗରେ ପୀଡିତ ରହିଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଆକ୍ରାନ୍ତ ମାନଙ୍କୁ ଏମ.ଭି.79 ମେଡିକାଲରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକୁ ସ୍ଥାନାନ୍ତର କରିବା ଲାଗି ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ଦିନ ତଳେ ତାମନପାଲ୍ଲି ଗାଁରେ ଏପରି ଅଜଣା ରୋଗ ଦେଖା ଦେଇଥିବାବେଳେ 6 ଜଣ ଶିଶୁଙ୍କ ଜୀବନ ଚାଲି ଯାଇଥିଲା । ଆଉ ଏବେ ପୁଣି କାଟନପାଲ୍ଲି ଗାଁରେ ମଧ୍ୟ ଦେଖା ଦେଇଛି ଅଜଣା ରୋଗର ଆତଙ୍କ । ତେବେ ସଚେତନତା ଅଭାବରୁ ଆଦିବାସୀ ଗାଁରେ ଏପରି ରୋଗ ବ୍ୟାପୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ମାଲକାନଗିରିରି ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଅଜଣା ରୋଗର ଆତଙ୍କ । Body:କାଲିମେଳା ବ୍ଲକ ଅନ୍ତର୍ଗତ କାଟନପାଲ୍ଲି ଗ୍ରାମର ଅନେକ ଶିଶୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କ ଅବସ୍ତା ଗୁରୁତ୍ୱର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନସ ଯୋଗେଁ ଏମ.ଭି.୭୯ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ସମସ୍ତ ଶିଶୁଙ୍କ ବୟସ ୧ ରୁ ୩ ବର୍ଷ ମଧ୍ୟରେ ବୋଲି ଜଣା ପଡିଛି । ଆକ୍ରାନ୍ତ ଶିଶୁ ମାନେ ଥଣ୍ଡା କାଶ ଓ ଚର୍ମ ରୋଗରେ ପିଡିତ ରହିଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି । ଆକ୍ରାନ୍ତ ମାନଙ୍କୁ ଏମ.ଭି.୭୯ ମେଡିକାଲରୁ କାଲିମେଳା ଗୋଷ୍ଠି ସ୍ବାସ୍ଥ୍ୟକୁ ସ୍ତାନନ୍ତର କରିବା ଲାଗି ସି.ଡି.ଏମ.ଓ ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ତଳେ ତାମନପାଲ୍ଲି ଗାଁରେ ଏପରି ଅଜଣା ରୋଗ ଦେଖା ଦେଇଥିବା ବେଳେ ୬ ଜଣ ଶିଶୁଙ୍କ ଜୀବନ ଲଚାଲି ଯାଇଛି । ଆଉ ଏବେ ପୁଣି କାଟନପାଲ୍ଲି ଗାଁରେ ମଧ୍ୟ ଦେଖା ଦେଇଛି ଆତଙ୍କ । ତେବେ ସଚେତତା ଅଭାବରୁ ଆଦିବାସି ଗାଁରେ ଏପରି ରୋଗ ବ୍ୟାପୁ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ।

ବାଇଟ - ଅଜୟ କୁମାର ବୈଠାରୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.