ETV Bharat / state

ମୋଟୁ ସୀମାନ୍ତରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ବିଜୁ ଯୁବ ଛାତ୍ର ଜନତା ଦଳ - distributed dry food to migrants across the motu border

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ମୋଟୁ ସୀମାନ୍ତରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ । ଏହି ଅବସରରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ସଚେତନତା କରାଇବା ସହ ମାସ୍କ ମଧ୍ୟ ବଣ୍ଟନ କରିଥିଲେ । ଅଧିକ ପଢନ୍ତୁ...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ମୋଟୁ ସୀମାନ୍ତରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

author img

By

Published : May 29, 2021, 2:04 PM IST

ମାଲକାନଗିରି: ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ମୋଟୁ ସୀମାନ୍ତରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ । ଏହି ଅବସରରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକଙ୍କ ସହ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ କରି ପ୍ରବାସୀମାନଙ୍କୁ କୋରୋନା ମହାମାରୀକୁ ନେଇ ସଚେତନତା କରାଇଥିଲେ । ଏବଂ ଏହା ସହ ମାସ୍କ ମଧ୍ୟ ବଣ୍ଟନ କରିଥିଲେ ।

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ମୋଟୁ ସୀମାନ୍ତରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ସୂଚନାଯୋଗ୍ୟ ଯେ, ଆଜି ପର୍ଯ୍ୟନ୍ତ ମୋଟୁ ସୀମାନ୍ତ ଦେଇ ୧୯ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଆସି ସାରିଛନ୍ତି । ସେଥିମଧ୍ୟରୁ ମାଲକାନଗିରି ଜିଲ୍ଲାର ୯ ହଜାର ପ୍ରବାସୀ ଅଛନ୍ତି । ତେବେ ସମସ୍ତ ପ୍ରବାସୀଙ୍କୁ ମୋଟୁ ସୀମାନ୍ତଠାରେ ଟେଷ୍ଟ ଓ ଚେକ୍ କରି ନିଜ ନିଜ ଅଞ୍ଚଳକୁ ପଠାଯାଉଛି ।

ସୀମାନ୍ତରେ ପ୍ରବାସୀମାନଙ୍କ ଖାଇବା ପାଇଁ ସେତେଟା ସୁବିଧା ନଥିବା ବେଳେ ବିଭିନ୍ନ ସମୟରେ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳ ସେଠାରେ ପହଞ୍ଚି ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ସହ ପାନୀୟ ଜଳ ଯୋଗାଉଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.