ETV Bharat / state

ନାବାଳିକାକୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ - minor girl rape case

ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ମାଲକାନଗିରି ପୋଲିସ ଜଣେ ବିବାହିତ ପୁରୁଷକୁ ଗିରଫ କରିଛି । ଅଧିକ ପଢନ୍ତୁ...

ନାବାଳିକାକୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ୍
ନାବାଳିକାକୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ୍
author img

By

Published : Aug 7, 2021, 10:31 PM IST

ମାଲକାନଗିରି: ନାବାଳିକାକୁ ବଳାତ୍କାର ଅଭିଯୋଗରେ ମାଲକାନଗିରି ପୋଲିସ ଜଣେ ବିବାହିତ ପୁରୁଷକୁ ଗିରଫ କରିଛି । ବ୍ୟକ୍ତି ଜଣକ ମାଲକାନଗିରି ଥାନା mv 16 ଗ୍ରାମର ଅଜୟ ରାୟ ବୋଲି ଜଣାପଡିଛି ।

ନାବାଳିକାକୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ୍

ଅଜୟ ସେହି ଗ୍ରାମର ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ରଖି ଅନ୍ତସତ୍ତ୍ବା କରିଥିବା ନାବାଳିକର ପରିବାର ଲୋକ ‘ମା ଘର’ ସଦସ୍ଯଙ୍କ ସହ ମିଶି ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇଲା ପରେ ମାଲକାନଗିରିର ଥାନା ଅଧିକାରୀ ଯୁବକକୁ ଗିରଫ୍ କରି ମାଲକାନଗିରି ଥାନାରେ କେସ ନଂ. 306/21 u/s 376(2)(l)/376(3) IPC r.w. Sec 6 of POCSO Actରେ ମାମଲା ରୁଜୁ କରି ଯୁବକକୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.