ETV Bharat / state

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ - night curfew return to odisha

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ
ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ
author img

By

Published : Mar 22, 2021, 6:33 PM IST

Updated : Mar 22, 2021, 10:51 PM IST

22:40 March 22

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ
ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

22:40 March 22

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ
ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

22:40 March 22

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ
ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

18:25 March 22

ଓଡ଼ିଶାକୁ ଫେରିଲା ରାତ୍ରୀକାଳିନ କର୍ଫ୍ୟୁ

ମାଲକାନଗିରି: ଆସନ୍ତାକାଲିଠୁ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରାତି ୯ଟାରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ ।

ଜିଲ୍ଲାର ଲୋକପ୍ରିୟ ପର୍ବ ବଡ ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତାରେ ଥିବାବେଳେ ମାଲକାନଗିରିରେ ଆଗୁଆ ପଦକ୍ଷେପ ନିଆଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ  

Last Updated : Mar 22, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.