ETV Bharat / state

କଦଳୀ ବୋଝେଇ ଗାଡିରୁ 3 କ୍ବିଣ୍ଟାଲ ଗଞ୍ଜେଇ ଜବତ

author img

By

Published : Sep 9, 2020, 1:37 PM IST

ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାରୁ ଏକ ଗଞ୍ଜେଇ ଗାଡି ଜବତ କରାଯାଇଛି। ଗାଡିଟିର ଉପର ଭାଗରେ କଦଳୀ କାନ୍ଦି ଲଦା ଯାଇଥିବା ବେଳେ ମଝି ଭାଗରେ ଗଞ୍ଜେଇ ପ୍ୟାକେଟ ରଖାଯାଇଥିଲା। ଅଧିକ ପଢନ୍ତୁ...

କଦଳୀ ବୋଝେଇ ଗାଡ଼ିରେ 3 କ୍ବିଣ୍ଟାଲ ଚୋରା ଚାଲାଣ

ମାଲକାନଗିରି:କଦଳୀ ବୋଝେଇ ଗାଡିର ଗଞ୍ଜେଇ ଜବତ । ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାରୁ ଏକ ଗଞ୍ଜେଇ ଗାଡି ଜବତ କରାଯାଇଛି। ଗାଡିଟିର ଉପର ଭାଗରେ କଦଳୀ କାନ୍ଦି ଲଦା ଯାଇଥିବା ବେଳେ ମଝି ଭାଗରେ ଗଞ୍ଜେଇ ପ୍ୟାକେଟ ରଖାଯାଇଥିଲା। ଗାଡିର ରେଜିଷ୍ଟ୍ରେସନ ନମ୍ବର OD-30-B-5785 ହୋଇଥିବା ବେଳେ ଡ୍ରାଇଭରଙ୍କ ନାମ ଅମିତ ନମୋ । ତାଙ୍କ ଘର ଏମଭି 38ରେ ବୋଲି ଜଣାପଡିଛି।

ଡ୍ରାଇଭରର ସୂଚନା ଅନୁଯାୟୀ ଗାଡ଼ିରେ ପାଖାପାଖି ୩ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଥିବା ଜଣାପଡିଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟକୁ ବିକ୍ରି କରିବା ପାଇଁ ନେଉଥିଲେ ବୋଲି ଜଣାପଡିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.