ETV Bharat / state

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍, 2 ମୃତ

ଏକ ବାଇକ୍ ଯୋଗେ ଏମଭି 6 ଗ୍ରାମର 2 ଜଣ ବ୍ୟକ୍ତି ଏମଭି 45 ଗ୍ରାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡିଟି ପୋଲ ତଳକୁ ଖସିପଡିଲା । ଫଳରେ ଘଟଣାସ୍ଥଳରେ 2 ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 26, 2019, 6:01 PM IST

ମାଲକାନଗିରି: ଏମଭି 45 ଗ୍ରାମରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 2 ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ 2 ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ଆଜି ସକାଳେ ଏକ ମୋଟର ସାଇକେଲରେ ଏମଭି 6 ଗ୍ରାମର 2 ଜଣ ବ୍ୟକ୍ତି ଏମଭି 45 ଗ୍ରାମକୁ ଯାଉଥିଲେ । ଏହି ସମୟରେ ମଟର ସାଇକେଲଟି ଭାରସାମ୍ୟ ହରାଇ ହଠାତ୍ ଏକ ପୋଲ ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ମାଲକାନଗିରି ଏମ୍ଭି45 ଗ୍ରାମରେ ମଟର ସାଇକେଲ ଦୁର୍ଘଟଣା ରେ 2 ମୃତ । ଆଜି ଏକ ମଟର ସାଇକେଲ ଯୋଗେ ଏମ୍ଭି 6 ଗ୍ରାମର 2ଜଣ ବ୍ୟକ୍ତି ଏମ୍ଭି 45 ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ 2ଜଣ ମଟର ସାଇକେଲ ଅରୋହି ହଟାତ ଏକ ପୋଲ ତଳକୁ ଖସି ପଡ଼ିଥିଲେ । ଉଭୟ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Sent from my Samsung Galaxy smartphone.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.