ETV Bharat / state

‘ଆଶା ଅଛି ଜାତୀୟ ଦଳରେ ଖେଳିବି’

ଓଡିଶାର ଉଦୀୟମାନ ତଥା ଯୁବ କ୍ରିକେଟର ସ୍ବସ୍ତିକ ସାମଲ ନିଜ ଜନ୍ମ ସ୍ଥାନ କୋରାପୁଟ ଆସିଥିଲା ବେଳେ କ୍ରିକେଟ କ୍ୟାରିଅର ନେଇ ବିଷୟରେ ଇଟିଭି ଭାରତ ସହ କରିଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ...

young-cricketer-swastik-samal-interview-with-etvbharat-odia
ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ
author img

By

Published : Jan 2, 2020, 3:54 AM IST

କୋରାପୁଟ: କ୍ରୀଡ଼ା ଜଗତରେସ୍ତ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । କୋରାପୁଟ ସହର ମଧ୍ୟରେ ପୂଜାରୀପୁଟ କଲୋନୀରେ ଜନ୍ମ ଗ୍ରହଣ କରି ରାଉରକେଲାରେ ଶିକ୍ଷା ଗ୍ରହଣ କରିଥିବା ସ୍ବସ୍ତିକଙ୍କର ପିଲାଟି ଦିନରୁ କ୍ରିକେଟ ପ୍ରତି ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ରହିଛି ଦୁର୍ବଳତା । ନିଜ ଜନ୍ମମାଟିକୁ ସ୍ବସ୍ତୀକ ଆସିଥିବା ବେଳେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଇଟିଭି ଭାରତ ସହ କରିଛନ୍ତି ସ୍ବତନ୍ତ୍ର ଆଲେଚନା ।

କୋରାପୁଟ ଜନ୍ମିତ ଯୁବ କ୍ରିକେଟରଙ୍କ କମାଲ

2015-16 ରେ ସ୍ବସ୍ତିକ 16 ବର୍ଷରୁ କମ ଦଳରେ ସ୍ଥାନ ପାଇ ରାଜ୍ୟସ୍ତରୀୟ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ବିନୁମାଙ୍କଡ଼ ଟ୍ରଫି, କୁଚ ବେହେରା ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି, ବିଜୟ ହଜାରେ ଟ୍ରଫିରେ ଭାଗ ନେଇ ନିଜର ପରାକାଷ୍ଠା ଦେଖାଇଛନ୍ତି । ସଫଳତାର ସହ ନିଜ କ୍ରୀଡା କୌଶଳ ପ୍ରଦର୍ଶନ କରି ସ୍ବସ୍ତିକ 19 ବର୍ଷରୁ କମ ଦଳର କ୍ୟାପଟେନ ଭାବରେ ଦାୟିତ୍ବ ନେବାର ସୁଯୋଗ ପାଇଥିଲେ ।

ବର୍ତମାନ ଓଡିଶା ପାଇଁ 23 ବର୍ଷରୁ କମ ଦଳର ଅଧିନାୟକ ଭୂମିକାକୁ ବେଶ ସଫଳତାର ସହ ତୁଲାଉଛନ୍ତି ସ୍ବସ୍ତୀକ । କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ ଜାରି ରଖିଥିବାରୁ ଭବିଷ୍ୟତରେ ଜାତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ସେ । ବୁଧବାର କୋରାପୁଟ ନିଜ ଘରକୁ ଆସିଥିବା ସମୟରେ ଇଟିଭି ଭାରତ ସହ ସ୍ବସ୍ତିକ ସାକ୍ଷାତ କରି ତାଙ୍କ କ୍ରିକେଟ କ୍ୟାରିଅର ଓ ଓଡ଼ିଶାରେ କ୍ରିକେଟର ଉପଲବ୍ଧ ପରିବେଶ ସମ୍ପର୍କରେ କରିଛନ୍ତି ବିଶେଷ ଆଲୋଚନା ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Intro:କ୍ରୀଡ଼ା ଜଗତରେ ଓଡ଼ିଆ ପୁଅ ସ୍ୱସ୍ତିକ ସାମଲଙ୍କ କମାଲ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି ।Body:କୋରାପୁଟ ସହର ମଧ୍ୟରେ ପୂଜାରୀପୁଟ କଲୋନୀ ରେ ଜନ୍ମ ଗ୍ରହଣ କରି ରାଉରକେଲାରେ ଶିକ୍ଷା ଗ୍ରହଣ କରିଥିବା ସ୍ୱସ୍ତିକଙ୍କର ପିଲାଟି ଦିନରୁ କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା। 2015-16 ରେ ସ୍ୱସ୍ତିକ 16 ବର୍ଷରୁ କମ ଦଳରେ ସ୍ଥାନ ପାଇ ରାଜ୍ୟସ୍ତରୀୟ କ୍ରିକେଟ ରେ ଖେଳିବା ଆରମ୍ଭ କରିଥିଲେ। ପରେ ବିନୁମଙ୍କଡ଼, କୁଚ ବେହାର, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭାଗ ନେଇ ନିଜର ପରାକାଷ୍ଠା ଦେଖାଇଛନ୍ତି। ସଫଳତାର ସହ ନିଜ କ୍ରୀଡା କୌଶଳ ପ୍ରଦର୍ଶନ କରି ସ୍ୱସ୍ତିକ 19 ବର୍ଷରୁ କମ ଦଳର କ୍ୟାପଟେନ ଭାବରେ ଦାୟୀତ୍ୱ ନେବା ପାଈଁ ସୁଯୋଗ ପାଇଥିଲେ । ବର୍ତମାନ ସେ ଓଡିଶା ପାଈଁ 23 ବର୍ଷରୁ କମ ଦଳର ଦଳନାୟକର ଭୂମିକା କୁ ସଫଳତାର ସହ ସମ୍ପାଦିତ କରୁଛନ୍ତି । କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ ଜାରି ରଖିଥିବାରୁ ଭବିଷ୍ୟତରେ ଜାତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ସ୍ୱସ୍ତିକ ଓ ପରିବାର।ଆଜି ସେ କୋରାପୁଟ ରେ ନିଜ ଘରକୁ ଆସିଥିବା ସମୟରେ ଈଟିଭି ଭାରତ ସ୍ୱସ୍ତିକ ଙ୍କ ସହ ସାକ୍ଷାତ କରି ତାଙ୍କ କ୍ରିକେଟ କ୍ୟାରିଅର ଓ ଓଡ଼ିଶାରେ କ୍ରିକେଟ ର ଉପଲବ୍ଧ ପରିବେଶ ସମ୍ପର୍କରେ କଥାବାର୍ତା କରିଥିଲା ।Conclusion:ବାଇଟ : ସ୍ବସ୍ତିକ ସାମଲ , ସଫଳ କ୍ରିକେଟର , ଓଡିଶା
.........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.