ETV Bharat / state

ଦାବି ପୂରଣ ନହେଲେ ଆବାସିକ ବିଦ୍ୟାଳୟରେ ରନ୍ଧା ହେବନି ଖାଦ୍ୟ !

ସ୍ଥାୟୀ ନିଯୁକ୍ତି ଓ ବର୍ଦ୍ଧିତ ଦରମା ଦାବି ପୂରଣ ନହେଲେ ଚଟୁ ଛାଡ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି କୋରାପୁଟ ଜିଲ୍ଲା ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟର କର୍ମଚାରୀ । ଅଧିକ ପଢ଼ନ୍ତୁ...

author img

By

Published : Oct 12, 2019, 7:04 PM IST

ଦାବି ପୂରଣ ନହେଲେ ଚଟୁ ଛାଡ଼ ଆନ୍ଦୋଳନ

କୋରାପୁଟ: 15 ଦିନରେ ଦାବି ପୂରଣ ନହେଲେ ଚଟୁ ଛାଡ଼ ଆନ୍ଦୋଳନ କରିବେ ବୋଲି କହିଛନ୍ତି ଜିଲ୍ଲାର ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟ ଗୁଡିକର ରାନ୍ଧୁଣିଆ ଓ ସେବାୟତ । ଏନେଇ ଶନିବାର ବୈଠକ ଅନୁଷ୍ଠିତ ହୋଇଛି ଯେଉଁଥିରେ ଜିଲ୍ଲାର 14ଟି ବ୍ଲକର ସମସ୍ତ ଆବାସିକ ବିଦ୍ୟାଳୟର ରାନ୍ଧୁଣିଆ ଓ ସେବାୟତ ଯୋଗ ଦେଇଥିଲେ ।

ଦାବି ପୂରଣ ନହେଲେ ଚଟୁ ଛାଡ଼ ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ଓ ବର୍ଦ୍ଧିତ ଦରମା ନେଇ ଏମାନେ ଅନେକ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ସରକାର ତାଙ୍କ କାଥାକୁ କର୍ଣ୍ଣପାତ କରିନାହାନ୍ତି । ଯଦି 15 ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ନକରାଯାଏ ତେବେ ଚଟୁ ଛାଡ଼ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି ରାନ୍ଧୁଣିଆ ଓ ସେବାୟତ।

ସଂଘର ସଦସ୍ୟଙ୍କ କହିବାନୁଯାୟୀ ଗତ ତିରିଶି ବର୍ଷ ଧରି ଦିନକୁ ଚବିଶ ଘଣ୍ଟା ପିଲାଙ୍କ ସେବାରେ କାର୍ଯ୍ୟରେ ନିୟୋଜିତ ଥିବା ସତ୍ତ୍ବେ ସରକାର ଠିକ ଭାବେ ତାଙ୍କ ବେତନ ବୃଦ୍ଧି କରୁନାହାନ୍ତି କିମ୍ବା ତାଙ୍କ ପଦବୀକୁ ସ୍ଥାୟୀ କରୁନାହାନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ସ୍ଥାୟୀ ନିଯୁକ୍ତି ଓ ବର୍ଦ୍ଧିତ ଦରମା ଦାବିକୁ ସରକାର ଆସନ୍ତା ୧୫ ଦିନ ମଧ୍ୟରେ ଗ୍ରହଣ ନକଲେ କୋରାପୁଟ ଜିଲ୍ଲାର ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ରାନ୍ଧୁଣିଆ ଓ ସେବାୟତ ମାନେ ଚଟୁ ଛାଡ଼ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି ।Body:ସଂଘର ସଦସ୍ୟଙ୍କ କହିବାନୁଯାୟୀ ଗତ ତିରିଶି ବର୍ଷ ଧରି ଦିନକୁ ଚବିଶ ଘଣ୍ଟା ପିଲାଙ୍କ ସେବାରେ କାର୍ଯ୍ୟକରିଥିବା ସତ୍ୱେ ସରକାର ଠିକ ଭାବେ ତାଙ୍କ ବେତନ ବୃଦ୍ଧି କରୁନାହାନ୍ତି କିମ୍ବା ତାଙ୍କ ପଦବୀକୁ ସ୍ଥାୟୀ କରୁନାହାନ୍ତି । Conclusion:ଆଜି ଜିଲ୍ଲାର ୧୪ ଟି ବ୍ଲକ ର ସମସ୍ତ ଆବାସିକ ବିଦ୍ୟାଳୟ ର ରାନ୍ଧୁଣିଆ ଓ ସେବାୟତ ଏହି ବୈଠକରେ ଯୋଗ ଦେଇଥିଲେ ।
........
Byte : ନବୀନ ହରିଜନ , ସଂଘ କୋଷାଧ୍ୟକ୍ଷ
.........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.