ETV Bharat / state

କୋରାପୁଟ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

କୋରାପୁଟ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି କାର୍ଯ୍ୟକ୍ରକୁ ଉଦଘାଟନ କରିଛନ୍ତି ।

author img

By

Published : Sep 2, 2019, 1:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

କୋରାପୁଟ: ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବୁଥରେ ଆଜିଠାରୁ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବୁଥ ସ୍ତରୀୟ ଅଧିକାରୀ ପ୍ରତ୍ୟେକ ବୁଥରେ ଉପସ୍ଥିତ ରହି ଲୋକମାନଙ୍କ କାର୍ଯ୍ୟର ତଦାରଖ କରିବେ । ଲୋକମାନଙ୍କ ନାମ ଭୋଟର ତାଲିକାରେ ଯୋଡିବା ନେଇ ସହଯୋଗ କରିବେ ବୋଲି ସେ କହିଛନ୍ତି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଆଜି କୋରାପୁଟ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ଶୋଭାଯାତ୍ରା କୁ ପତାକା ଦେଖାଇ ଉଦ୍ଘାଟନ କରିବା ଅବସରରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବୁଥ ରେ ଆଜିଠାରୁ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ।Body:ବୁଥ ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଉଠ ରେ ଉପସ୍ଥିତ ରହି ଲୋକମାନଙ୍କୁ ସେମାନଙ୍କ ନା ଭୋଟର ତାଲିକା ରେ ଯୋଡିବା ଓ ଅନ୍ୟାନ୍ୟ ତତ୍ ସମ୍ପର୍କିତ କାର୍ଯ୍ୟରେ ସହଯୋଗ କରିବେ ବୋଲି ସେ କହିଛନ୍ତି । Conclusion:............
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.