ETV Bharat / state

କୋରାପୁଟରେ 5T ସଚିବ, ଖୁବଶୀଘ୍ର ଖୋଲିବ 500 ଶଯ୍ୟା ବିଶିଷ୍ଟ ଓ୍ବାର୍ଡ - vk pandians visit laxman nayak hospital

ଭି.କେ ପାଣ୍ଡିଆନ ଆଜି କୋରାପୁଟ ଗସ୍ତ ସମୟରେ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଗସ୍ତ କରିଥିଲେ । ତେବେ ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବାକୁ ଖୁବଶୀଘ୍ର 500 ଶଯ୍ୟା ବିଶିଷ୍ଟ ଓ୍ବାର୍ଡ ଖୋଲିବ ବୋଲି ସୂଚନା ମିଳିଛି ।

ଡିଡାଇନ ଫଟୋ
author img

By

Published : Oct 9, 2019, 7:48 PM IST

Updated : Oct 9, 2019, 9:02 PM IST

କୋରାପୁଟ: ରାଜ୍ୟରେ 5T ମନ୍ତ୍ରର ତଦାରଖ କରିବାକୁ କୋରାପୁଟ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସେ କୋରାପୁଟ ଗସ୍ତ ସମୟରେ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଗସ୍ତ କରିଛନ୍ତି । କୋରାପୁଟ ସହ ମାଲକାନଗିରି ଜିଲ୍ଲା ପରିଦର୍ଶନ କରି ମେଡିକାଲର ସ୍ଥିତି ପରଖିଥିଲେ ପାଣ୍ଡିଆନ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ଏହି ଗସ୍ତ ସମୟରେ ପାଣ୍ଡିଆନଙ୍କ ସହ ସ୍ବାସ୍ଥ୍ୟ ସଚିବ ଏକେ ମୀନା ଓ ଏନଏଚଏମର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ । ସେ ମହାବିଦ୍ୟାଳୟର ଚିକିତ୍ସାଳୟର ବିଭିନ୍ନ ବିଭାଗ ଓ ୱାର୍ଡ ବୁଲିବା ସହ ମହାବିଦ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ରୋଗୀଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହ ମେଡିକାଲର ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଏହାସହ ହସ୍ପିଟାଲକୁ 5ଟି ନୂଆ ଆମ୍ବୁଲାନ୍ସ ଯୋଗାଇ ଦେବା ସହ ଗୋଟିଏ ସ୍ଥାନରେ 500 ଶଯ୍ୟା ବିଶିଷ୍ଟ ଓ୍ବାର୍ଡ ନିର୍ମାଣ କରିବାକୁ ମଧ୍ୟ ପାଣ୍ଡିଆନ ଘୋଷଣା କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି 5T ସଚିବ ଭି. କାର୍ତ୍ତିକ ପାଣ୍ଡିଆନ କୋରାପୁଟ ଗସ୍ତ କରି ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଗସ୍ତ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ଏ.କେ.ମିନା ଓ ଏନ.ଏଚ.ଏମ୍ ର ନିର୍ଦେଶିକା ସାଲିନି ପଣ୍ଡିତ ଙ୍କ ସହିତ ସେ ମହାବିଦ୍ୟାଳୟର ଚିକିତ୍ସାଳୟ ର ବିଭିନ୍ନ ବିଭାଗ ଓ ୱାର୍ଡ ବୁଲିବା ସହିତ ମହାବିଦ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।Body:ତେବେ ତାଙ୍କ ଗସ୍ତ ସମ୍ପର୍କରେ ଯେମିତି କିଛି ପୂର୍ବାଭାସ ନଥିଲା ଏହି ଉଚ୍ଚ ପଦସ୍ଥ ଅଧିକାରୀ ଏଠାରେ କରୁଥିବା ସମସ୍ତ ଚର୍ଚ୍ଚା ରୁ ସାମ୍ବାଦିକଙ୍କୁ ଦୂରରେ ରଖୁଥିବା ଯୋଗୁଁ ତାଙ୍କ ଗସ୍ତର ଫଳାଫଳ ସମ୍ପର୍କରେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ଜଣାପଡିନାହିଁConclusion:.......
ଶାନ୍ତାକାର
କୋରାପୁଟ
..........
Last Updated : Oct 9, 2019, 9:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.