ETV Bharat / state

କୋରୋନା ଯୋଗୁଁ ହୋଇପାରୁନି ବିଚାରାଧୀନ କଏଦୀଙ୍କ ବିଚାର - କୋରାପୁଟ

କୋରୋନା ପ୍ରତିବନ୍ଧକ ଯୋଗୁଁ କୋରାପୁଟ ସର୍କଲ ଜେଲ ରେ ଥିବା ବିଚାରାଧୀନ କଏଦୀଙ୍କ ବିଚାର ହୋଇପାରୁନାହିଁ ବୋଲି କୋରାପୁଟର ଆଇନଜୀବୀ ମନୋରଞ୍ଜନ ରାଉତରାୟ କହିଛନ୍ତି । ଅଧିକ ଖବର ପଢନ୍ତୁ...

କୋରୋନା ଯୋଗୁଁ ହୋଇପାରୁନାହିଁ ବିଚାରାଧୀନ କଏଦୀଙ୍କ ବିଚାର

author img

By

Published : Aug 23, 2020, 7:54 PM IST

କୋରାପୁଟ: କୋରୋନା ପ୍ରତିବନ୍ଧକ ଯୋଗୁଁ କୋରାପୁଟ ସର୍କଲ ଜେଲ ରେ ଥିବା ବିଚାରାଧୀନ କଏଦୀଙ୍କ ବିଚାର ହୋଇପାରୁନାହିଁ ବୋଲି କୋରାପୁଟର ଆଇନଜୀବୀ ମନୋରଞ୍ଜନ ରାଉତରାୟ କହିଛନ୍ତି । ବିଚାରାଧୀନ କଏଦୀ ଅଦାଲତରେ ତାଙ୍କ କେସର ବିଚାର ହେବା ପାଇଁ ଚାହୁଁ ଥିଲେବି କୋରୋନା ପ୍ରତିବନ୍ଧକ ଯୋଗୁଁ ସାକ୍ଷୀ କୋର୍ଟରେ ପହଞ୍ଚିବା ସମ୍ଭବ ହୋଇପାରୁନଥିବା ଯୋଗୁଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ 5 ମାସ ଧରି ସେମାନଙ୍କ ମାମଲାର ବିଚାର ହୋଇପାରୁନଥିବା ଆଇନଜୀବୀ ଜଣାଇଛନ୍ତି ।

କୋରୋନା ଯୋଗୁଁ ହୋଇପାରୁନାହିଁ ବିଚାରାଧୀନ କଏଦୀଙ୍କ ବିଚାର

ଜେଲ କର୍ତ୍ତୃପକ୍ଷ କ୍ୟାମେରା ସାମନାରେ କିଛି କହିବା ପାଇଁ ପଛଘୁଞ୍ଚା ଦେଉଥିବା ବେଳେ ବର୍ତ୍ତମାନ କାରାଗାରରେ 490 ଜଣ ବିଚାରାଧୀନ କଏଦୀ ବିଚାର ଅପେକ୍ଷାରେ ଦିନ କାଟୁଥିବା ଜଣାପଡିଛି।

କୋରାପୁଟରୁ ସି, ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.