ETV Bharat / state

କୋଭିଡ ଟିଏମସିରେ ପାଞ୍ଚଦିନ ରହିବା ପରେ ମହିଳାଙ୍କ ମୃତ୍ୟୁ

କୋରାପୁଟ ପଟ୍ଟାଙ୍ଗି ବ୍ଲକ କର୍ତାଲମାଉଡି ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ଏକ ଇଟା ଭାଟିରୁ ଫେରିବା ପରେ ସେ ଗତ 5 ଦିନ ହେବ କୋଭିଡ ଟିଏମସିରେ ରହିଥିଲେ । ଅଧିକ ପଢନ୍ତୁ...

କୋଭିଡ ଟିଏମସିରେ ପାଞ୍ଚଦିନ ରହିବା ପରେ ମହିଳାଙ୍କ ମୃତ୍ୟୁ
କୋଭିଡ ଟିଏମସିରେ ପାଞ୍ଚଦିନ ରହିବା ପରେ ମହିଳାଙ୍କ ମୃତ୍ୟୁ
author img

By

Published : Jul 1, 2020, 12:34 PM IST

କୋରାପୁଟ: ପଟ୍ଟାଙ୍ଗି ବ୍ଲକ କର୍ତାଲମାଉଡି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗତ 5 ଦିନ ଧରି ସେ କୋଭିଡ ଟିଏମସିରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣକ 32 ବର୍ଷୀୟ କସମା ଖରା । ଗତ କିଛି ଦିନ ପୂର୍ବେ ଆନ୍ଧ୍ରପ୍ରଦେଶର କୌଣସି ଏକ ଇଟାଭାଟିରେ କାମ କରି ସେ ଗାଁକୁ ଫେରିଥିଲେ ।

କୋଭିଡ ଟିଏମସିରେ ପାଞ୍ଚଦିନ ରହିବା ପରେ ମହିଳାଙ୍କ ମୃତ୍ୟୁ

କୋଭିଡ ନିୟମ ଅନୁସାରେ ତାଙ୍କୁ ପଟ୍ଟାଙ୍ଗିରେ ଥିବା କୋଭିଡ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବାବେଳେ, ବର୍ତ୍ତମାନ ମୃତ୍ୟୁର କାରଣ ଜଣାପଡିନାହିଁ ।

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.