ETV Bharat / state

ଦେଶରେ ପାଞ୍ଚ ଆକାଂକ୍ଷୀ ଜିଲ୍ଲା ଭିତରେ କୋରାପୁଟ

ଦେଶର 5 ଆକାଂକ୍ଷୀ ଜିଲ୍ଲାରେ ଓଡ଼ିଶାର କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନ ଅଧିକାର କରିଛି । ଅଧିକ ପଢନ୍ତୁ...

author img

By

Published : Dec 8, 2020, 8:15 PM IST

5 ଆକାଂକ୍ଷୀ ଜିଲ୍ଲାରେ କୋରାପୁଟ
5 ଆକାଂକ୍ଷୀ ଜିଲ୍ଲାରେ କୋରାପୁଟ

ଭୁବନେଶ୍ବର: ଓଡିଶା ଏବେ କୌଣସି ରାଜ୍ୟଠାରୁ ପଛରେ ନାହିଁ । ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି । ପାଞ୍ଚ ଆକାଂକ୍ଷୀ ଜିଲ୍ଲାରେ ଓଡିଶାର କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି ।

ଦେଶରେ ପାଞ୍ଚ ଆକାଂକ୍ଷୀ ଜିଲ୍ଲା ଭିତରେ କୋରାପୁଟ
ଦେଶରେ ପାଞ୍ଚ ଆକାଂକ୍ଷୀ ଜିଲ୍ଲା ଭିତରେ କୋରାପୁଟ

ବିଶେଷ କରି ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର କୋରାପୁଟ ଜିଲ୍ଲା ସ୍ଥାନ ପାଇଛି । ଦେଶର 5 ଆକାଂକ୍ଷୀ ଜିଲ୍ଲାରେ ଓଡ଼ିଶାର କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନ ଅଧିକାର କରିଛି । ଦେଶର ସବୁ ରାଜ୍ୟର ଅଗ୍ରଗତି ଆଧାର କରି 5ଟି ଆକାଂକ୍ଷୀ ଜିଲ୍ଲାର ତାଲିକା ପ୍ରକାଶ ପାଇଥାଏ।

ନୀତି ଆୟୋଗ ତରଫରୁ ଏହି ତାଲିକା ପ୍ରକାଶ ପାଏ। ତେବେ ତାଲିକାର 5 ନମ୍ବର ସ୍ଥାନରେ ରହିଛି କୋରାପୁଟ । ସେହିପରି ଅରୁଣାଚଳ ପ୍ରଦେଶର ନାମାସାହି ପ୍ରଥମ, ଉତ୍ତରପ୍ରଦେଶର ସିର୍ଦ୍ଦାଥନଗର ଓ ବଳରାମପୁର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ବେଳେ କର୍ଣ୍ଣାଟକର ରାଇଚୁର ଚତୁର୍ଥ ସ୍ଥାନରେ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.