ETV Bharat / state

ଏଥର ଅନଲାଇନରେ ଦେଓମାଳି ନାଟକ ମହୋତ୍ସବ - The Deomali Drama Festival will start online

ଅନଲାଇନରେ ଆରମ୍ଭ ହେବ ଦେଓମାଳି ନାଟକ ମହୋତ୍ସବ । ତିନି ଦିନ ଧରି ଚାଲିବା ବହୁଭାଷୀ ନାଟକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

The Deomali Drama Festival will start online
ଅନଲାଇନରେ ଆରମ୍ଭ ହେବ ଦେଓମାଳି ନାଟକ ମହୋତ୍ସବ
author img

By

Published : Aug 1, 2020, 7:44 AM IST

କୋରାପୁଟ: କୋରାପୁଟରେ ନାଟକ ମହୋତ୍ସବ ଅନଲାଇନରେ ଆରମ୍ଭ ହେବାକୁ ଯାଉଛି । ଶନିବାର ଠାରୁ ଆରମ୍ଭ ହେଉଛି ପଞ୍ଚମ ଦେଓମାଳି ନାଟକ ମହୋତ୍ସବ। କୋରାପୁଟ ଜିଲ୍ଲାର ସେମିଳିଗୁଡାସ୍ଥିତ ନନ୍ଦନୀକ ନାଟ୍ୟ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ତିନି ଦିନିଆ ଅନଲାଇନ ବହୁଭାଷୀ ନାଟକ ଉତ୍ସବରେ ଓଡ଼ିଆ , ବଙ୍ଗଳା, ତେଲୁଗୁ , ହିନ୍ଦୀ ଓ ମରାଠୀ ଭାଷାରେ ସାତଟି ନାଟକ ପରିବେଷଣ କରାଯିବ। ଏନେଇ ସଂଗଠନର ପ୍ରତିଷ୍ଠାତା ସୌରଭ ଗୁପ୍ତା କହିଛନ୍ତି।

ଅନଲାଇନରେ ଆରମ୍ଭ ହେବ ଦେଓମାଳି ନାଟକ ମହୋତ୍ସବ

ଏହି ଉତ୍ସବର ଏକ ଅଂଶ ଭାବେ ନାଟକ ସମ୍ପର୍କିତ ଦୁଇଗୋଟି ବିଷୟରେ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ନିଜ ବାର୍ତ୍ତା ମାଧ୍ୟମରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପ୍ରବୋଧ ରଥ ଉଦଘାଟନ କରିବାକୁ ଥିବା ବେଳେ ମୁଖ୍ୟବକ୍ତା ଭାବେ ନାଟ୍ୟଗୁରୁ ପଦ୍ମ ବିଭୂଷଣ ସୋନାଲ ମାନସିଂ ଯୋଗଦେବେ ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.