ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା - coronavirus latest news

କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ମନ୍ଦିର ପରିସର ବାହାରେ ଅନୁଷ୍ଠିତ ହୋଇଆସୁଥିବା ରଥଯାତ୍ରା ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ହୋଇପାରିବ ନାହିଁ । ଶାବର ଶ୍ରୀକ୍ଷେତ୍ର ଚଳିତ ବର୍ଷର ରଥଯାତ୍ରା ମେଘନାଦ ପାଚେରୀ ଭିତରେ ଅନୁଷ୍ଠିତ ହେବ । ଏ ନେଇ ସ୍ପଷ୍ଟ କରିଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନ ।

the-car-festival-procession-will-be-inside-temple-in-koraput-says-koraput
ଶାବର ଶ୍ରୀକ୍ଷେତ୍ର ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା
author img

By

Published : Jun 14, 2020, 5:46 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟର ମନ୍ଦିରର ମେଘନାଦ ପାଚେରୀ ଭିତରେ ଚଳିତ ବର୍ଷର ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ କୋରାପୁଟ ଜଗନ୍ନାଥ ମନ୍ଦିର ସମ୍ପାଦକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ସ୍ପଷ୍ଟ କରିଛନ୍ତି ।

ଶାବର ଶ୍ରୀକ୍ଷେତ୍ର ମେଘନାଦ ପାଚେରୀ ଭିତରେ ଆୟୋଜିତ ହେବ ରଥଯାତ୍ରା

କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ମନ୍ଦିର ପରିସର ବାହାରେ ଅନୁଷ୍ଟିତ ହୋଇଆସୁଥିବା ରଥଯାତ୍ରା ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ହୋଇପାରିବାନାହିଁ । ପ୍ରତିବର୍ଷ ଜଗନ୍ନାଥ,ବଳଭଦ୍ର , ଶୁଭଦ୍ରାଙ୍କ ରଥଯାତ୍ରା କୋରାପୁଟ ଜିଲ୍ଲାରେ ମନ୍ଦିର ବାହାରେ ଆୟୋଜିତ ହୋଇଆସୁଥିଲା । ଏନେଇ କୋରାପୁଟ ଜିଲ୍ଲାପାଳ ସ୍ପଷ୍ଟ ଭାବେର ଜଣାଇଛନ୍ତି । ଜୟପୁରର ପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ଦେବୋତ୍ତର ବିଭାଗର ଆବେଦନର ଉତ୍ତରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ବିଷୟ ସ୍ପଷ୍ଟ କରିଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ମନ୍ଦିର ପରିସର ମଧ୍ୟରେ ଏହି ଯାତ୍ରା ଅନୁଷ୍ଠିତ କରାଇବାବାକୁ ଚାହିଁଲେ କୋଭିଡ ନିୟମକୁ ପାଳନ କରି ତାହା କରିପାରିବେ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ଜିଲ୍ଲାପାଳଙ୍କ ଏହି ନିର୍ଦେଶନାମାକୁ ଆଧାର କରି ଭକ୍ତଙ୍କ ଅନୁପସ୍ଥିତିରେ କୋରାପୁଟର ମନ୍ଦିର ପରିସରରେ ହିଁ ବିଧିବିଧାନକୁ ରକ୍ଷା କରି କିଛି ହାତଗଣତି ସେବକଙ୍କ ଦ୍ବାରା ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.