ETV Bharat / state

ରାଜ୍ୟସ୍ତରୀୟ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ: ଶହୀଦଙ୍କ ଜନ୍ମଭୂମିରୁ ରାଜଧାନୀକୁ ଗଲା ମାଟି ଓ ପାଣି

author img

By

Published : Sep 30, 2022, 1:38 PM IST

ଆସନ୍ତା ଅକ୍ଟୋବର 2 ତାରିଖରେ ରାଜ୍ୟସ୍ତରୀୟ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଳନ ପାଇଁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ତରଫରୁ ରାଜଧାନୀକୁ ପଠାଯାଇଛି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଇଁ ଶହୀଦଙ୍କ ଜନ୍ମଭୂମିରୁ ରାଜଧାନୀକୁ ଗଲା ମାଟି ଓ ପାଣି

କୋରାପୁଟ: ଆସନ୍ତା ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀ । ରାଜଧାନୀ ଭୁବନେଶ୍ବର ସମେତ ସବୁ ଜିଲ୍ଲାରେ ପାଳନ କରାଯିବ । ରାଜ୍ୟସ୍ତରୀୟ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଳନ ପାଇଁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତଥା କୋରାପୁଟ ଜିଲ୍ଲାର ଶହୀଦ ଭୂମି ତେନ୍ତୁଳିଗୁମ୍ମାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ତରଫରୁ ରାଜଧାନୀକୁ ପଠାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଳନ ପାଇଁ ଜିଲ୍ଲାର ଶହୀଦ ଭୂମି ତେନ୍ତୁଳିଗୁମ୍ମାରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ବରକୁ ପଠାଯାଇଛି । ତେନ୍ତୁଳିଗୁମ୍ମାରେ ମାଟି ଓ ପାଣି ସଂଗ୍ରହ କରିବା ସହ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କୀର୍ତ୍ତନ ମଣ୍ଡଳୀ ଓ ଅନ୍ୟାନ୍ୟ ବାଦ୍ୟବୃନ୍ଦଙ୍କ ସୁମଧୁର ବାଦ୍ୟର ଝଙ୍କାର ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ପବିତ୍ର ମାଟି ଓ ପାଣିକୁ ନେଇ ଯାଉଥିବା ରଥକୁ ଭୁବନେଶ୍ୱର ଅଭିମୁଖେ ମେଲାଣି ଦିଆଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.