ETV Bharat / state

ଓଲଟିପଡିଲା ଅଟୋ; 2 ମହିଳା ମୃତ

କୋରାପୁଟ ଜିଲ୍ଲାର ରେଲିକୁମ୍ଭା ନିକଟରେ ସଡକ ଦୁର୍ଘଟଣା । ଅଟୋ ରିକ୍ସା ଓଲଟିପଡିବାରୁ 2 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

author img

By

Published : Nov 26, 2019, 5:16 AM IST

ଓଲଟିପଡିଲା ଅଟୋ; 2 ମହିଳା ମୃତ
ଓଲଟିପଡିଲା ଅଟୋ; 2 ମହିଳା ମୃତ

କୋରାପୁଟ: ଜିଲ୍ଲାର ରେଲିକୁମ୍ଭା ନିକଟରେ ସଡକ ଦୁର୍ଘଟଣା । କିଛି ଦିନମଜୁରିଆ କୋରାପୁଟ ସହରରୁ କାମ ସାରି ନିକଟସ୍ଥ ରେଲିକୁମ୍ଭା ଗାଁକୁ ଅଟୋ ଯୋଗେ ଫେରୁଥିବା ସମୟରେ ସେମାନେ ଯାଉଥିବା ଅଟୋ ରିକ୍ସାଟି ରେଲିକୁମ୍ଭା ନିକଟ ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ।

ଓଲଟିପଡିଲା ଅଟୋ; 2 ମହିଳା ମୃତ

ତେବେ ଦୁର୍ଘଟଣାଗ୍ରସ୍ତ ଅଟୋରେ ଥିବା ଦୁଇ ଜଣ ମହିଳା ଦିନ ମଜୁରିଆ ପଦ୍ମା ମୁଦୁଲି ଓ ଚଂଚଳା ମୁଦୁଲିଙ୍କ ମୃତ୍ୟୁ ଘଟିଛି । ଏହାସହ ସେଥିରେ ଥିବା ପାଞ୍ଚଜଣ ଆହତ ହୋଇ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କିଛି ଦିନମଜୁରିଆ କୋରପୁଟ ସହରରୁ କାମ ସାରି ନିକଟସ୍ଥ ରେଲିକୁମ୍ଭା ଗାଁକୁ ଅଟୋ ଯୋଗେ ଫେରୁଥିବା ସମୟରେ ସେମାନେ ଯାଉଥିବା ଅଟୋ ରିକ୍ସା ଟି ରେଲିକୁମ୍ଭା ନିକଟ ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଯିବା ଯୋଗୁଁ ଦୁଇ ଜଣ ମହିଳା ଦିନ ମଜୁରିଆ ପଦ୍ମା ମୁଦୁଲି ଓ ଚଂଚଳା ମୁଦୁଲି ଙ୍କ ମୃତ୍ୟୁ ଘଟିଛି ।Body:ତତ୍ ସହିତ ପାଞ୍ଚଜଣ ଆହତ ହୋଇ କୋରାପୁଟ ର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । Conclusion:ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.