ETV Bharat / state

କୋରାପୁଟ ଗସ୍ତରେ ନୋଡାଲ ଅଫିସର ସୌରଭ ଗର୍ଗ

author img

By

Published : Nov 5, 2019, 5:46 AM IST

ନୋଡାଲ ଅଫିସର ସୌରଭ ଗର୍ଗ ସୋମବାର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜିଲ୍ଲାର କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ତଦାରଖ ସହିତ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ତଦାରଖ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ନୋଡାଲ ଅଫିସର ସୌରଭ ଗର୍ଗ ସୋମବାର କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ଜିଲ୍ଲାର କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ତଦାରଖ ସହିତ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ଆଦି ବିଷୟରେ ସମୀକ୍ଷା କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନୋଡାଲ ଅଫିସର ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ସହ ରୋଗୀ ଓ ସେଠାରେ କାର୍ଯ୍ୟରତ କିନ୍ନରଙ୍କ ସହ ଆଲୋଚନା କରିଥିଲେ । ପରେ ସୌରଗୁଡ଼ା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ସ୍ଥିତି ଦେଖିବା ସହ ମିଶନ ଶକ୍ତିର ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଗର୍ଗ ରଣ୍ଡାପାଲିଠାରେ ଥିବା କୋଲଡ଼ ଷ୍ଟରେଜ ବୁଲିବା ବେଳେ ଫୁଲ ଚାଷ ନେଇ ଆଲୋଚନା କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଗସ୍ତରେ ଜିଲ୍ଲା ନୋଡାଲ ଅଫିସର ସୌରଭ ଗର୍ଗ ପହଂଚିବା ପରେ ସେ ଆଜି କୃଷି-ସ୍ୱାସ୍ଥ୍ୟ-ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ତଦାରଖ କରିଛନ୍ତି । ଜୟପୁରରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରୋଗୀ ଓ କାର୍ଯ୍ୟରେ ନିୟୋଜିତ କିନ୍ନରଙ୍କ ସହିତ ଆଲୋଚନା କରିଥିଲେ ।Body:ପରେ ନିକଟସ୍ଥ ସୌରଗୁଡ଼ା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ସ୍ଥିତି ଦେଖିବା ସହ ମିଶନ ଶକ୍ତି ର ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀ ଗର୍ଗ ରଣ୍ଡାପାଲିଠାରେ ଥିବା କୋଲଡ଼ ଷ୍ଟରେଜ ବୁଲିବା ବେଳେ ଫୁଲ ଚାଷ ନେଇ ଆଲୋଚନା କରିଥିଲେ ।Conclusion:ଆଜିର ଏହି ଗସ୍ତ ଅବସରରେ ଶ୍ରୀ ଗର୍ଗ ଜିଲ୍ଲାରେ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ଆଦି ବିଷୟରେ ସମୀକ୍ଷା କରିଥିବା ଜଣାପଡିଛି ।
.......
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.