ETV Bharat / state

ଅକ୍ଟୋବର 4ରେ ଶିଶୁ ଅଧିକାର ଓ ସୁରକ୍ଷା ସଂର୍ପକିତ ଶୁଣାଣି

ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ରାଜ୍ୟରେ ପ୍ରଥମ ଥର ଜାତୀୟ ଶିଶୁ ସୁରକ୍ଷା ଆୟୋଗ କରିବେ ଶୁଣାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 24, 2019, 7:57 PM IST

କୋରାପୁଟ: ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖ ଦିନ କୋରାପୁଟରେ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ଅଭିଯୋଗ ସଂଗ୍ରହ ଶିବିର ତଥା ଶୁଣାଣୀ ଆୟୋଜିତ ହେବ । ଏ ସଂକ୍ରାନ୍ତରେ ଆଜି ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କୋରାପୁଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଜିଲ୍ଲା ଭାରତ ସରକାରଙ୍କ ଦ୍ବାରା ଚୟନ କରାଯାଇଥିବା ୧୧୫ ଟି ଆସ୍ପୃହା ଜିଲ୍ଲା ମଧ୍ୟରୁ ଗୋଟିଏ ହୋଇଥିବା ଯୋଗୁଁ ନୀତି ଆୟୋଗର ନିର୍ଦେଶ କ୍ରମେ ଏହି ସ୍ବତନ୍ତ୍ର ଶିବିର ଆୟୋଜିତ ହେଉଥିବା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ କହିଛନ୍ତି । ଏହି ଶିବିରରେ ଜାତୀୟ ଓ ରାଜ୍ୟ ଶିଶୁ ଅଧିକାର କମିଶନ ଶିଶୁଙ୍କ ଶିକ୍ଷା, ସ୍ବାସ୍ଥ୍ୟ , ପୁଷ୍ଟିହୀନତା, ଦକ୍ଷତା ଓ ଆର୍ଥିକ ସ୍ବଚ୍ଛଳତା ପ୍ରଭୃତି କ୍ଷେତ୍ରରେ ସମସ୍ତ ଅଭିଯୋଗ ଗ୍ରହଣ କରି କିଛି କ୍ଷେତ୍ରରେ ସେହି ମୁହୂର୍ତ୍ତରେ ସମାଧାନ କରିବା ପାଇଁ ନିର୍ଦେଶନାମା ଜାରି କରିବା ସହିତ ଆଉ କିଛି ବିଷୟରେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି ଜଣାପଡିଛି ।

ଜାତୀୟ ଶିଶୁ ଅଧିକାର ଆୟୋଗ ଦ୍ବାରା ଆୟୋଜିତ ହେଉଥିବା ଏହି ଶିବିରଟି ସମଗ୍ର ରାଜ୍ୟରେ ଆୟୋଗର ପ୍ରଥମ ଜିଲ୍ଲା ଭିତ୍ତିକ ଶୁଣାଣି ହେଉଛି । ଫଳରେ ଏହାର ସଫଳତା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗ ସମେତ ଶିଶୁ ଅଧିକାରକୁ ନେଇ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଗ୍ରାମାଞ୍ଚଳରୁ କିପରି ବହୁ ସଂଖ୍ୟାରେ ଅଭିଯୋଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଆୟୋଗଙ୍କ ପାଖକୁ ଶୁଣାଣି ନିମନ୍ତେ ପହଞ୍ଚି ପାରିବ ସେହି ଅନୁଯାୟୀ କାମ କରିବାକୁ ପରାର୍ମଶ ଦିଆଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଆନୁକୂଲ୍ୟରେ
ଆସନ୍ତା ଅକ୍ଟୋବର ୪ ତାରିଖ ଦିନ କୋରାପୁଟ ଠାରେ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ଅଭିଯୋଗ ସଂଗ୍ରହ ଶିବିର ତଥା ଶୁଣାଣୀ ଆୟୋଜିତ ହେବ ।Body:ଏ ସଂକ୍ରାନ୍ତରେ ଆଜି ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କୋରାପୁଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । କୋରାପୁଟ ଜିଲ୍ଲା ଭାରତ ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ୧୧୫ ଟି ଆସ୍ପୃହା ଜିଲ୍ଲା ମଧ୍ୟରୁ ଗୋଟାଏ ହୋଇଥିବା ଯୋଗୁଁ ନୀତି ଆୟୋଗର ନିର୍ଦେଶ କ୍ରମେ ଏହି ସ୍ୱତନ୍ତ୍ର ଶିବିର ଆୟୋଜିତ ହେଉଥିବା ସେ ଜଣାଇଛନ୍ତି । ଏହି ଶିବିରରେ ଜାତୀୟ ଓ ରାଜ୍ୟ ଶିଶୁ ଅଧିକାର କମିଶନ ଶିଶୁଙ୍କ ଶିକ୍ଷା , ସ୍ୱାସ୍ଥ୍ୟ , ପୁଷ୍ଟିହୀନତା , ଦକ୍ଷତା ଓ ଆର୍ଥିକ ସ୍ୱଚ୍ଛଳତା ପ୍ରଭୃତି କ୍ଷେତ୍ରରେ ସମସ୍ତ ଅଭିଯୋଗ ଗ୍ରହଣ କରି କିଛି କ୍ଷେତ୍ରରେ ସେହି ମୁହୂର୍ତ୍ତରେ ସମାଧାନ କରିବା ପାଇଁ ନିର୍ଦେଶନାମା ଜାରି କରିବା ସହିତ ଆଉ କିଛି ବିଷୟରେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ର ବାଟ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି ସେ ଜଣାଇଛନ୍ତି । ଜାତୀୟ ଶିଶୁ ଅଧିକାର ଆୟୋଗ ଦ୍ୱାରା ଆୟୋଜିତ ହେଉଥିବା ଏହି ଶିବିରଟି ସମଗ୍ର ରାଜ୍ୟରେ ଆୟୋଗର ପ୍ରଥମ ଜିଲ୍ଲା ଭିତ୍ତିକ ଶୁଣାଣି ହେଉଥିବା ଯୋଗୁଁ ଏହାର ସଫଳତା ପାଈଁ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗ ସମେତ ଶିଶୁ ଅଧିକାର କୁ ନେଇ ଜିଲ୍ଲା ରେ କାର୍ଯ୍ୟରତ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ବିସ୍ତ୍ରୁତ ଆଲୋଚନା କରିଥିବା ସହ ଗାଁ ଗଣ୍ଡାରୁ ମଧ୍ୟ କିପରି ବହୁ ସଂଖ୍ୟାରେ ଅଭିଯୋଗ ଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଆୟୋଗ ପାଖକୁ ଶୁଣାଣି ନିମନ୍ତେ ପହଂଚି ପାରିବ ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । Conclusion:Byte : ସଂଧ୍ୟାବତୀ ପ୍ରଧାନ , ଅଧ୍ୟକ୍ଷା , ରାଜ୍ୟ ଶିଶୁ ଅଧିକାର ଆୟୋଗ
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.