ETV Bharat / state

କୋରାପୁଟରେ ମାଓ ପୋଷ୍ଟର - ସହିଦ ସପ୍ତାହ

ଶହୀଦ ସପ୍ତାହରେ ପୋଷ୍ଟର ଲଗାଇଲେ ମାଓବାଦୀ । ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବାକୁ ଜନସାଧାରଣଙ୍କୁ ପୋଷ୍ଟରରେ ଆହ୍ବାନ କରିଛନ୍ତି ମାଓବାଦୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 28, 2019, 7:08 PM IST

କୋରାପୁଟ: ଆଜିଠୁ ଆରମ୍ଭ ମାଓବାଦୀଙ୍କ ଶହୀଦ ସପ୍ତାହ । ପ୍ରଥମ ଦିନରେ ଜିଲ୍ଲାର ସେମିଳିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଲାଗିଥିବା ଦେଖାଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେମିଳିଗୁଡା ସହର ଉପକଣ୍ଠରେ ପାକଝୋଲା ଛକ , ଦୁଧାରୀ ଓ ପେଣ୍ଡାଜାମ ପ୍ରଭୃତି ଅଂଚଳରେ ପୋଷ୍ଟର ଲଗାଇଛନ୍ତି । ଏହା ମାଧ୍ୟମରେ ନିହତ ହୋଇଥିବା ମାଓବାଦୀଙ୍କ ସ୍ମୃତିରେ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ତେବେ ଶହୀଦ ସପ୍ତାହ ମାଅବାଦୀ ମାନେ ପାଳନ କରୁଥିବାରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ରହିଛି । ପ୍ରଥମ ଦିନର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର କୌଣସି ଠାରେ ମଧ୍ୟ ଅଘଟଣ ଘଟିନଥିବା ଜଣାପଡିଛି ।

କୋରାପୁଟ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ମାଓବାଦୀଙ୍କ ସହିଦ ସପ୍ତାହର ପ୍ରଥମଦିନରେ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଲାଗିଥିବା ଦେଖାଯାଇଛି ।Body:ସେମିଳିଗୁଡା ସହର ଉପକଣ୍ଠରେ ,ପାକଝୋଲା ଛକ , ଦୁଧାରୀ ଓ ପେଣ୍ଡାଜାମ ପ୍ରଭୃତି ଅଂଚଳରେ ମାଓବାଦୀ ବ୍ୟାନର ଲଗାଇ ଏହା ମାଧ୍ୟମରେ ନିହତ ହୋଇଥିବା ମାଓବାଦୀଙ୍କ ସ୍ମୃତିରେ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।Conclusion:ତେବେ ପ୍ରଥମ ଦିନର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର କୌଣସି ଠାରେ ମଧ୍ୟ ଅଘଟଣ ଘଟିନଥିବା ଜଣାପଡିଛି ।
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.