ETV Bharat / state

ଷ୍ଟେସନ୍‌ରେ ଅଟକୁନି ଏକ୍ସପ୍ରେସ୍‌ ଟ୍ରେନ୍‌, ସମସ୍ୟା ଭୋଗୁଛନ୍ତି ଯାତ୍ରୀ - ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ

କୋରାପୁଟ ଓ ରାୟଗଡା ମଧ୍ୟରେ ଅନେକ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଅଟକିବାର ସମ୍ଭାବନାକୁ ଏଡାଇଛନ୍ତି ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ । ଅଧିକ ପଢନ୍ତୁ

ଷ୍ଟେସନ୍‌ରେ ଅଟକୁନି ଏକ୍ସପ୍ରେସ୍‌ ଟ୍ରେନ୍‌, ସମସ୍ୟା ଭୋଗୁଛନ୍ତି ଯାତ୍ରୀ

author img

By

Published : Jun 16, 2022, 3:39 PM IST

Updated : Jun 16, 2022, 5:15 PM IST

କୋରାପୁଟ: ବର୍ତ୍ତମାନ କୋରାପୁଟ ଓ ରାୟଗଡା ମଧ୍ୟରେ ଅନେକ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଅଟକିବାର ସମ୍ଭାବନାକୁ ଏଡାଇଛନ୍ତି ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ । କୋଭିଡ ପୂର୍ବର ଯେଉଁ ସବୁ ଷ୍ଟେସନରେ ଟ୍ରେନ ଅଟକୁ ଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ସେହି ଷ୍ଟେସନ ଗୁଡିକରେ ପୁଣିଥରେ ଏକ୍ସପ୍ରେସ ରେଳଗାଡ଼ିକୁ ଅଟକାଇବା ପାଇଁ କୋରାପୁଟବାସୀ ଦାବି କରିଛନ୍ତି । କିନ୍ତୁ ସେ ଅଞ୍ଚଳର ଦାବି ହେଲେ ଦେଖାଯିବ ବୋଲି କହି କୌଣସି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି ସେ ।

ଷ୍ଟେସନ୍‌ରେ ଅଟକୁନି ଏକ୍ସପ୍ରେସ୍‌ ଟ୍ରେନ୍‌, ସମସ୍ୟା ଭୋଗୁଛନ୍ତି ଯାତ୍ରୀ

ଅନୁପ ଶତପଥୀ କୋରାପୁଟ ଅଞ୍ଚଳ ଗସ୍ତ କରି ବିଭିନ୍ନ ରେଳଷ୍ଟେସନରେ ଥିବା ସମସ୍ୟା ଓ ସେ ସମ୍ପର୍କିତ ଲୋକଙ୍କ ଅଭିଯୋଗକୁ ସେ ଶୁଣିଥିଲେ । ଯେଉଁ ସମସ୍ୟାର ସମାଧାନ ତାଙ୍କ କାର୍ଯ୍ୟାଳୟ ଦ୍ବାରା ହୋଇପାରିବ ତାକୁ ତୁରନ୍ତ ସମାଧାନ କରିବା ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ଜୟପୁର ଠାରେ ଚାଲିଥିବା ଦୁଇଟି ରେଳପଥର ସର୍ଭେ କାମରେ ଅଗ୍ରଗତିକୁ ମଧ୍ୟ ସେ ସମୀକ୍ଷା କରିବେ ବୋଲି ଜଣାଇଛନ୍ତି ।

Last Updated : Jun 16, 2022, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.